Browsing Category
ଓଡ଼ିଶା
ହାତୀ ଆକ୍ରମଣରେ ଚାଷୀ ମୃତ: ଘଟଣା ସ୍ଥଳରେ ଉତ୍ତେଜନା
ଢ଼େଙ୍କାନାଳ: ପୁଣି ହାତୀ ଆକ୍ରମଣରେ ଚାଷୀ ମୃତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପାଣିଗେଙ୍ଗୁଟିଆରେ ଏଭଳି ଅଭାବନୀୟ ଘଟଣା ଘଟିଛି। କେବଳ ଏହି!-->…
ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ଓ କୃତଜ୍ଞତା ଜଣାଇଲେ ଜିଲ୍ଲାବାସୀ
ଭଦ୍ରକ: ସରକାରୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ!-->…
ଭିଜିଲାନ୍ସ ଜଲରେ ନିଲମ୍ବିତ କନିÂ କିରାଣୀ
ବଲାଙ୍ଗିର: ବନ୍ଧା ହେଲେ ବଲାଙ୍ଗିର ଶିକ୍ଷା ବିଭାଗର ନିଲମ୍ବିତ କନିଷ୍ଠ କିରାଣୀ ପ୍ରମୋଦ ରଥ। ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଆଜି!-->…
ଟିଟିଲାଗଡ଼ ପୁଲିସ କବଜାରେ ୩ ଲୁଟେରା
ବଲାଙ୍ଗୀର: ଟିଟିଲାଗଡ଼ ପୁଲିସ୍ କବଜାରେ ୩ ଲୁଟେରା। ଦୀର୍ଘଦିନ ହେବ ଏମାନେ ପୁଲିସ୍ ଟାର୍ଗେଟରେ ଥିଲେ। ଟିଟିଲାଗଡ଼ ଅଞ୍ଚଳ ସମେତ!-->…
ଭିଜିଲାନ୍ସ ଜାଲରେ ସମବାୟ ସମିତି ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ପଡିଲେ ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଣ୍ଟ ଆକାଉଣ୍ଟ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତି!-->…
ଆରଡବ୍ଲୁ୍ୟଏସଏସ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଅନୁଗୋଳ: ଅନୁଗୋଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ!-->…
କମୁ୍ୟନିଟି ସେଣ୍ଟର ଗୃହ ନିର୍ମାଣକୁ ନେଇ ଦୁଇ ଗୋÂୀ ମଧ୍ୟରେ…
ଚାନ୍ଦବାଲି: ବାଂଶଡା ଥାନା ଯଶୀପୁର ପଞ୍ଚାୟତରେ କମ୍ୟୁନିଟି ସେଣ୍ଟର ଗୃହ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ୩!-->…
ସ୍ତ୍ରୀକୁ ମାରି ପୋତି ଦେଇଥିଲା ଘର ପଛପଟେ: ହତ୍ୟାକାରୀ ଗିରଫ
ସୁନ୍ଦରଗଡ : ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ । ୪ ଦିନ ପରେ ଉଦ୍ଧାର ହେଲା ଗଳିତ ମୃତଦେହ । ହତ୍ୟାକାରୀ ସ୍ବାମୀ ଗିରଫ । ଶବ ଜବତ କରି!-->…
ଅଜଣା ଗଡି ଧକ୍କାରେ ଚାଲିଗଲା ଦିବ୍ୟାଙ୍ଗ ଜୀବନ
ରାଇରଙ୍ଗପୁର : ଅଜଣା ଗାଡି ଧକ୍କାରେ ଦିବ୍ୟାଙ୍ଗଙ୍କ ମୃତ୍ୟୁ । ମୃତକ ପୁରୁଣାପାଣି ଗାଁର ଦୁର୍ଗା ଚରଣ ନାଏକ ବୋଲି ଜଣାପଡିଛି । ମୟୁରଭଞ୍ଜ!-->…
କାର୍କୁ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ
ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଓସକେଇଖୋଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାର୍ ଓ ବାଇକ୍ ମଧ୍ୟରେ!-->…

