Browsing Category
ଓଡ଼ିଶା
ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ!
ନାଉଗାଁ,(ବି.ବି.ନୁ୍ୟଜ): ବୁଧବାର ରାତିରେ ନାଉଗାଁ ଥାନା ଅଧୀନ ଭଟଣା(ବାଲିଉପର) ଗ୍ରାମରେ ଏକ ଅଭାବନୀୟ ଅଘଟଣ ଘଟିଛି । ପ୍ରେମ ବ୍ୟାପାରକୁ!-->…
ଭିଜିଲାନ୍ସ ଜାଲରେ କୋଟିପତି ମହିଳା କିରାଣି
ଜଗତସିଂହପୁର,(ବି.ବି.ନୁ୍ୟଜ): କୋଟିପତି ବରିÂ କିରାଣି ସଂଯୁକ୍ତା ଦାସଙ୍କ ଉପରେ ପଞ୍ଝା ମାରିଛି ଭିଜିଲାନ୍ସ ବିଭାଗ । ଜଗତସିଂହପୁର!-->…
ପରୀ ଘରେ ପୁଲିସ ଆଇଜି
ନୟାଗଡ଼,(ବି.ବି.ନୁ୍ୟଜ): ଆଜି ଅପରାହ୍ଣରେ ପୁଲିସ ଆଇଜି ଅରୁଣ ବୋଥ୍ରା ନୟାଗଡ଼ରେ ପହଞ୍ଚି ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାର ତଦନ୍ତ!-->…
ଇଟାଭାଟିରେ ନାବାଳିକା ଶ୍ରମିକ ବିଷ ପିଇ ମୃତୁ୍ୟ ଘଟଣା
ନୀଳଗିରି,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ଜଡ଼ିବାଲି ଅଞ୍ଚଳର ଏକ ଇଟାଭାଟିରେ ଜଣେ ନାବାଳିକା ଶ୍ରମିକ ଗତ!-->…
ଭିତରକନିକାରେ କମିଲେ ସ୍ତନ୍ୟପାୟୀ ପ୍ରାଣୀ
ରାଜନଗର,(ବି.ବି.ନୁ୍ୟଜ): ଭିତରକନିକା ଜାତୀୟ ଉଦ୍ୟାନରେ ବାସ କରୁଥିବା ସ୍ତନ୍ୟପାୟୀ ପ୍ରାଣୀଙ୍କ ଗଣନା ଶେଷ ହୋଇଛି । ଗତବର୍ଷ ଅପେକ୍ଷା!-->…
କୋଣାର୍କ ଉତ୍ସବ ଆରମ୍ଭ
କୋଣାର୍କ,(ବି.ବି.ନୁ୍ୟ): ଶୀତୁଆ ସଂଧ୍ୟାରେ କରୋନା କଟକଣା ମଧ୍ୟରେ ଉଦ୍ଘାଟିତ ହୋଇଛି କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା!-->…
ଡିଏଫଓ ଅଫିସ୍ ସମେତ ୪ ବ୍ୟାଙ୍କରେ ଭିଜିଲାନ୍ସ ଛାନଭିନ୍
ସମ୍ବଲପୁର,(ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅତିରିକ୍ତପିସିସିଏଫ୍ ତଥା ଆଇଏଫ୍ଏସ୍!-->…
ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ସାଙ୍ଗ
ଘଟଗାଁ,(ବି.ବି.ନୁ୍ୟଜ): କେନ୍ଦୁଝର ଘଟଗାଁ ନିକଟସ୍ଥ ଗୁଣ୍ଡିଚାଘାଗୀ ବୁଲିବାକୁ ଆସି ଫେରୁଥିବା ବେଳେ ଦୁଇ ସାଙ୍ଗ ଦୁର୍ଘଟଣାରେ ପ୍ରାଣ!-->…
ପାଠକଙ୍କ କୋରାପୁଟ ଲିଙ୍କ୍
କୋରାପୁଟ,(ବି.ବି.ନୁ୍ୟଜ): ବହୁ କୋଟି ଟଙ୍କା ଦୁର୍ନୀତିରେ ଗିରଫ ହୋଇ ଜେଲ୍ରେ ଥିବା ଆଇଏଫ୍ଏସ ଅଫିସର ଅଭୟ ପାଠକଙ୍କ କୋରାପୁଟ ଲିଙ୍କ୍!-->…
ବିସ୍ଫୋରଣରେ ଉଡ଼ିଲା ଗାଡ଼ି, ୨ ଗୁରୁତର
ମାଲକାନଗିରି,(ବି.ବି.ନୁ୍ୟଜ): ଟାର୍ଗେଟରେ ଥିଲେ ଯବାନ । କିନ୍ତୁ ଶିକାର ହେଲେ ସାଧାରଣ ଲୋକ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ!-->…

