Browsing Category
ଓଡ଼ିଶା
ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍
ସମ୍ବଲପୁର,(ବି.ବି.ନୁ୍ୟଜ୍): ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି ।!-->…
ଲାଇ ଡିଟେକ୍ସନ ଟେଷ୍ଟରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି । ଏହାକୁନେଇ ସସ୍ପେନ୍ସ ଜାିର ରହିଛି!-->…
ଗାଁ ରାସ୍ତାରେ ବୁଲୁଛି କୁମ୍ଭୀର
ଯାଜପୁର,(ବି.ବି.ନୁ୍ୟଜ୍): ଗାଁ ରାସ୍ତାରେ କୁମ୍ଭୀର । ବନ୍ୟା ପାଣି ଆସିବା ପରେ ଗାଁ ଭିତରକୁ ପଶି ଆସିଛି କୁମ୍ଭୀର । ଯାହାକୁ ଦେଖି!-->…
ଜାତୀୟ ରାଜପଥରେ ଲାଗିଲା ପାଇଖାନା ସଙ୍କେତ!
ଅନୁଗୁଳ, (ବି.ବି.ନୁ୍ୟଜ୍): ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଲାଗିଲା ପାଇଖାନା ସଙ୍କେତ! ଏ ହେଉଛି ସମ୍ବଳପୁରରୁ ଭୁବନେଶ୍ୱର!-->…
ମାଡ଼ ଖାଇଲେ, ୩ ଘଣ୍ଟା ଅଟକ ରହିଲେ
ଧାମରା, (ବି.ବି.ନୁ୍ୟଜ୍): ଏକ ଅପହରଣ ମାମଲାରେ ଅଭିଯୁକ୍ତ ଓ ତା’ର ସହଯୋଗୀକୁ ଧରିବାକୁ ସାଧା ପୋଷାକରେ ଯାଇ ଧାମରା ଥାନା ପୁଲିସକୁ!-->…
ଲାଞ୍ଚ ନେଉଥିଲା ବେଳେ କନିÂ ଯନ୍ତ୍ରୀ ଗିରଫ
ଠାକୁରମୁଣ୍ଡା,(ବି.ବି.ନୁ୍ୟଜ୍): ମାର୍କେଟ କମ୍ପେ୍ଲr ନିର୍ମାଣର ବିଲ୍ ପାସ୍ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ!-->…
ସଟଡାଉନ୍ କଟକଣାକୁ ଫୁ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ସଟଡାଉନ୍ କଟକଣାକୁ ମାନୁନାହାନ୍ତି ଲୋକେ । ବଜାରଘାଟରେ ଅଯଥା ବୁଲାବୁଲି କରୁଛନ୍ତି । ପୁଲିସକୁ ଦେଖି ପଳାଇ!-->…
ବର୍ଷାରେ ଭାଙ୍ଗିଲା ଘର, ଚିନ୍ତାରେ ପରିବାର
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଲଗାଣ ବର୍ଷାରେ ମାଟିରେ ମିଶିଗଲା ଘର । ଛପର ସହ କାନ୍ଥ ଭୁଶୁଡି ପିଡିଲା । ବାସହରା ହୋଇଗଲେ ୫ ପ୍ରାଣୀ!-->…
ଦାଦନ ଖଟିବାକୁ ପୁଣି ଶ୍ରମିକଙ୍କ ସୁଅ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ଭୟଠୁ ପେଟ ଭୋକ ବଳିଗଲାଣି । କେତେଦିନ ବିନା ରୋଜଗାରରେ ଘର ବସିବେ । ଏମିତିରେ ଲକଡାଉନ୍!-->…
ଦ୍ରୁତ ଶିଳ୍ପାୟନ ଯୋଗୁଁ ଜଙ୍ଗଲ ହ୍ରାସ: ଜନପଦ ମୁହାଁ ହାତୀପଲ
ରାଉରକେଲା,(ବି.ବି.ବୁ୍ୟରୋ): ସଂପ୍ରତି ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ଯୋଗୁଁ ବିସ୍ତୀର୍ଣ୍ଣ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି । ଫଳରେ ବନ୍ୟ!-->…

