Browsing Category
ଓଡ଼ିଶା
୩ ଟ୍ରକ୍, ୧ ଟ୍ରାକ୍ଟର୍ ଓ ୨ ବାଇକ୍ ପୋଡ଼ି
ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ୍): ଋଷିକୁଲ୍ୟା ନଦୀରୁ ବାଲି ଚାଲାଣକୁ ନେଇ ଗୋÂୀ ସଂଘର୍ଷ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ତଥା!-->…
ପ୍ଲାଜ୍ମା ଦାନ କଲେ ଦୁଇ ସାଙ୍ଗ
କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ୍): କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଦୁଇ ସାଙ୍ଗ ଆଜି ପ୍ଲାଜ୍ମା ଦାନ କରିଛନ୍ତି । ସେମାନେ ହେଲେ!-->…
କନ୍ଧମାଳର ବିଭୂତି ପଟ୍ଟନାୟକ ଓପିଏସ୍ସି ସଦସ୍ୟ ନିଯୁକ୍ତ
ଫୁଲବାଣୀ,(ବି.ବି.ନୁ୍ୟଜ୍): ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ କନ୍ଦମାଳର ସୁପୁତ୍ର ବିଭୁତି ଭୁଷଣ ପଟ୍ଟନାୟକ ଓଡ଼ିଶା!-->…
ଭଦ୍ରକ ସାଂସଦଙ୍କୁ କରୋନା
ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ । ଶ୍ରୀମତୀ ମଣ୍ଡଳଙ୍କ ସ୍ୱାମୀ ତଥା ଧାମନଗର ପ୍ରାକ୍ତନ!-->…
ବାପ-ମା’ ଓ ମଝିଆଁ ଝିଅ ମୃତ
ବୁର୍ଲା, (ବି.ବି.ନୁ୍ୟଜ୍): ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ାରୁ ବିଷ ଖାଇ ଗୋଟିଏ ପରିବାର ବାପ-ମା’ ଏବଂ ଜଣେ ଝିଅର ମୃତୁ୍ୟ ଘଟିଛି । ବରଗଡ!-->…
ମଜୁରି ଲାଗି ବି କଲେଜ ଟପର୍ ସୌମ୍ୟରଞ୍ଜନ
ଡେରାବିଶ,(ବି.ବି.ନୁ୍ୟଜ୍): ବାପାଙ୍କ ମୃତୁ୍ୟ ପରେ ପରିବାରର ବୋଝ ନିଜ କାନ୍ଧକୁ ଉଠାଇବାକୁ ପଡ଼ିଥିଲା । ମଜୁରି ଲାଗି ଗୁଜୁରାଣ!-->…
ବାପା ଶବକୁ ମିଳିଲାନି ପୁଅର କାନ୍ଧ
ତାଳଚେର,(ବି.ବି.ନୁ୍ୟଜ୍): ଦୁଇ ଦୁଇଟା ଭେଣ୍ଡିଆ ପୁଅ । ହେଲେ ମୃତୁ୍ୟ ପରେ ବାପାର ଶବକୁ ପୁଅର କାନ୍ଧ ମିଳିଲାନି । କାନ୍ଧ ମିଳିବା ତ ଦୂର!-->…
କରୋନାରେ ପୁଲିସ୍ ସବ୍ଇନ୍ସପେକ୍ଟର ମୃତ
ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲାରେ ସୋମବାର ମହାମାରୀ କରୋନାରେ ଦ୍ୱିତୀୟ ମୃତୁ୍ୟ ହୋଇଛି । ମୃତକ ଜଣେ ଆଗଧାଡ଼ିର!-->…
ନୂଆପଡ଼ା ଏଡିଏମ କରୋନା ସଂକ୍ରମିତ
ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଜିଲ୍ଲାରେ କରୋନା ପଜିଟିଭ!-->…
ଭିଜିଲାନ୍ସ ଜାଲରେ ଆଇଟିଆଇ ଅଧ୍ୟକ୍ଷ
ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଖରିଆରରୋଡ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆ) ଅଧ୍ୟକ୍ଷ ବିଭୂତି ଭୁଷଣ ସାହୁ(୫୪)!-->…

