Browsing Category
ଓଡ଼ିଶା
ଟ୍ରାକ୍ଟର ଓଲଟି ୩୦ ଆହତ
ନାରାୟଣପାଟଣା,(ବି.ବି.ନୁ୍ୟଜ୍): ନାରାୟଣପାଟଣା ବ୍ଲକରେ ଆଜି ଏକ ଟ୍ରାକ୍ଟର ଓଲଟି ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଅଛନ୍ତି!-->…
ଓଲଟା ଉଡ଼ିଲା ଜାତୀୟ ପତାକା
ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଓଲଟା ଉଡିବା ଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଏଠାରେ!-->…
ଲୁହା ପାଇପ ତଳେ ଚାପି ହୋଇ ଶ୍ରମିକ ମୃତ
ନବରଙ୍ଗପୁର,(ବି.ବି.ନୁ୍ୟଜ୍):ପାପଡାହାଣ୍ଡି ଥାନା ତୁମ୍ବର୍ଲା ଓ ଲହରାକାନୀ ଗାଁ ପାଖରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରକ୍ରୁ!-->…
ଜୀବନ ବଞ୍ଚାଇବା ପାଇଁ ହାତୀର ସଂଗ୍ରାମ କୂଅରୁ ଉଦ୍ଧାର
ଜୀବନ ସଂଗ୍ରାମରେ ଜିତିଗଲା ହାତୀ। କୂଅରେ ପଡିଯାଇ ଜୀବନ ବଞ୍ଚାଇବାକୁ କରୁଥିଲା କସରତ। ହେଲେ ବାରମ୍ବାର ହେଉଥିଲା ବିଫଳ।ଶେଷରେ ବନବିଭାଗର!-->…
ଚମକିବ ମା’ ଶାରଳାଙ୍କ ମନ୍ଦିର:ସରକାର ଦେଲେ କୋଟିଏ
ଜଗତସିଂହପୁର,(ବି.ବି.ନୁ୍ୟଜ୍): ରାଜ୍ୟ ସରକାର ମା’ ଶାରଳାଙ୍କ ମନ୍ଦିରର ନବକଳେବର ପାଇଁ ଏକ କୋଟି ଟଙ୍କା ଦେଇଛନ୍ତି । ଏଣୁ ଜଗତସିଂହପୁର!-->…
ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା
ପୁରୀ,(ବି.ବି.ବୁ୍ୟରୋ): ଜନ୍ମାଷ୍ଟମୀ ପରଠାରୁ ଶ୍ରୀମନ୍ଦିରରେ ଅନୁÂିତ ହେଉଛି ଶ୍ରୀକୃଷ୍ଣ ଲୀଳା । ରବିବାର ସମ୍ପନ୍ନ ହୋଇଛି ପ୍ରଳମ୍ବାସୁର!-->…
ପତାକାକୁ ଉପାଡ଼ି ଫିଙ୍ଗିଲେ ଆଶା ଦିଦି
ଯୋଡ଼ା,(ବି.ବି.ନୁ୍ୟଜ୍): ସ୍ୱାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ । ଜଣେ ଆଶା କର୍ମୀଙ୍କ ଦ୍ୱାରା ଜାତୀୟ ପତାକାକୁ ଅସମ୍ମାନ!-->…
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ବନ୍ଧୁଗାଁ,(ବି.ବି.ନୁ୍ୟଜ୍): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତୁ୍ୟ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବନ୍ଧୁଗାଁ ଥାନା କାପଲଡା!-->…
୩ କିମି ଭାରରେ ବୁହାହେଲେ ପ୍ରସୂତି
ଦଶମନ୍ତପୁର,(ବି.ବି.ନୁ୍ୟଜ୍): ଗାଁକୁ ରାସ୍ତା ନାହିଁ କି ପୋଲଟିଏ ନାହିଁ । ଫଳରେ ଆସିପାରିଲାନି ଆମ୍ବୁଲାନ୍ସ । ଘରେ ଜନ୍ମଦେଲେ ଯାଆଁଳା!-->…
ରାସନ କାଡର଼୍କୁ କେନ୍ଦ୍ର କରି ମା’ଙ୍କୁ ମରଣାନ୍ତକ ଆକ୍ରମଣ
ଜଳେଶ୍ୱର,(ବି.ବି.ନୁ୍ୟଜ୍): ସାମନ୍ୟ ରାସନ କାଡର଼୍କୁ କେନ୍ଦ୍ର କରି ଜଣେ ପୁଅ ନିଜ ମା’ଙ୍କୁ କୁରାଢ଼ିରେ ମରଣାନ୍ତକ ଆକ୍ରମଣ କରିଛି । ଏ!-->…

