Browsing Category
ଓଡ଼ିଶା
ଜମିବାଡ଼ି ବିବାଦରୁ ମରଣାନ୍ତକ ଆକ୍ରମଣ
କୋରେଇ,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି!-->…
ଦିବ୍ୟାଙ୍ଗ ଛାତ୍ର ବରଜଙ୍କ କରିସ୍ମା
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଦୃଢ଼ ମନୋବଳ, ନିÂା, ସାଧନା, କିଛି କରି ଦେଖାଇବାର ଇଚ୍ଛାଶକ୍ତିି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ!-->…
ପ୍ରେସ୍କ୍ରିପ୍ସନ୍ କ୍ୟାପିଟାଲ୍ ଲେଟର୍ରେ ଲେଖାଯାଉ: ହାଇକୋର୍ଟ
କଟକ,(ବି.ବି.ବୁ୍ୟରୋ): ପ୍ରେସ୍କ୍ରିପ୍ସନ୍ରେ ଅସ୍ପଷ୍ଟ ଲେଖା ଅନେକ ସମୟରେ ରୋଗୀ, ଫାର୍ମାସିଷ୍ଟ ଏବଂ ଚିକିତ୍ସା ସହ ଜଡିତ ଅନ୍ୟାନ୍ୟ!-->…
ମାଲକାନଗିରିରେ ବନ୍ୟା
ମାଲକାନଗିରି, (ବି.ବି.ନୁ୍ୟଜ୍): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।!-->…
ସାର ନ ମିଳିବାରୁ ଚାଷୀଙ୍କ ବିକ୍ଷୋଭ
ସୋରଡ଼ା,(ବି.ବି.ନୁ୍ୟଜ୍): ଧାନ ରୁଆ ସରିଛି । ମାତ୍ର ଚାଷ କାର୍ଯ୍ୟ ଆଗେଇ ନେବାକୁ ସାର ମିଳୁନାହିଁ । ଏନେଇ ଧିରେ ଧିରେ ଅସନ୍ତୋଷ ବୃଦ୍ଧି!-->…
କୋଭିଡ୍ ଯୋଦ୍ଧା ଶିକ୍ଷକଙ୍କ ମୃତୁ୍ୟରେ ଶୋକ
ଭଞ୍ଜନଗର,(ବି.ବି.ନୁ୍ୟଜ୍): ଆଜି ପୁଣି ଜଣେ କୋଭିଡ୍ ଯୋଦ୍ଧା ଶିକ୍ଷକଙ୍କ ମୃତୁ୍ୟ ହୋଇଛି । ଶିକ୍ଷକ ଜଣଙ୍କ ହେଉଛନ୍ତି କୁଶଧ୍ୱଜ ସେଠୀ ।!-->…
ମହିଳାଙ୍କ ଶବ ସକ୍ରାର କଲେ ବିଧାୟକ ବିକ୍ରମ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ କାରଣରୁ ଶବ ଛୁଇଁବାକୁ ସବୁ ଡରୁଛନ୍ତି । କରୋନାକୁ ଡର, ମଣିଷକୁ ନୁହେଁ । ଶବକୁ ଉଚିତ୍!-->…
ଗଜପତି: ୭୦ ପଜିଟିଭ୍ ଚିହ୍ନଟ
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ଜିଲ୍ଲାରେ ବୁଧବାର ପୁଣି ୭୦ଜଣ କୋଭିଡ୍-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାର!-->…
ବାଇକ୍ ଦୁର୍ଘଟଣାରେ ନୁ୍ୟଜ୍-୭ କ୍ୟାମେରାମ୍ୟାନ୍ ମୃତ
ଫୁଲବାଣୀ,(ବି.ବି.ନୁ୍ୟଜ୍): ଟିଭ୍ ଚ୍ୟାନେଲ ନୁ୍ୟଜ୍-୭ର ଫୁଲବାଣୀ କ୍ୟାମେରାମ୍ୟାନ ରାଜୁ ନାୟକ (୨୫)ଙ୍କର ଆଜି ଏକ ବାଇକ୍ ଦୁର୍ଘଟଣାରେ!-->…
ଗଞ୍ଜାମରେ ଆଉ ୨୬୦ ପଜିଟିଭ୍, ୪ ମୃତ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି ୨୬୦ ପଜିଟିଭ୍ । ଏଯାବତ୍ ଜିଲ୍ଲାରେ ମୋଟ ସଂକ୍ରମିତ!-->…

