Browsing Category
ଓଡ଼ିଶା
ସ୍କୁଲର ତାଲା ଖୋଲୁନି, ନାମଲେଖା ହେଉନି
ଛତ୍ରପୁର, (ବି.ବି.ନୁ୍ୟଜ୍): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଦେ୍ର୍ଧଶ ପାଳନ ହେଉନି । ସ୍କୁଲରେ ହୋଇଥିଲା ସଙ୍ଗରୋଧ କେନ୍ଦ୍ର ।!-->…
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା
ଛତ୍ରପୁର, (ବି.ବି.ନୁ୍ୟଜ୍): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି!-->…
ଏମ୍କେସିଜି ପ୍ଲାଜ୍ମା ବ୍ୟାଙ୍କ୍ ଉଦ୍ଘାଟିତ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାଜ୍ୟର ଚତୁର୍ଥ ୟୁନିଟ୍ ଭାବେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ୍ ରକ୍ତ ଭଣ୍ଡାରରେ!-->…
୧୮ ଦିନରେ ସର୍ବନିମ୍ନ ପଜିଟିଭ୍
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଚିହ୍ନଟ ୨୦୧ ପଜିଟିଭ୍ ହେଉଛି ଗତ ୧୮ ଦିନ ମଧ୍ୟରେ ସର୍ବନିମ୍ନ । ଏଥିରେ!-->…
ଜଳେଶ୍ୱର ଝିଅ ସୀମି କରଣ ଆଇଏଏସ ପରୀକ୍ଷାରେ ଛତିଶଗଡ଼ ଟପର
ଜଳେଶ୍ୱର,(ବି.ବି.ନୁ୍ୟଜ୍): ଓଡ଼ିଶାର ଝିଅ ସୀମି କରଣ ପ୍ରକାଶ ପାଇଥିବା ଆଇଏଏସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ରାଙ୍କ ଓ ଛତିଶଗଡ଼!-->…
ଯୁବକଙ୍କୁ ଗୋଡେ଼ଇ ଗୋଡେ଼ଇ ହାଣିଲେ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲେଶ୍ୱର ସଦର ଥାନା ଅଧୀନସ୍ଥ ଛତ୍ରପୁର ଛକରେ ଅଭାବନୀୟ କାଣ୍ଡ ଘଟିଛି ।!-->…
୮ ଦିନର ପୁଅକୁ ୨ ହଜାରରେ ବିକିଲା ବାପା
ଫୁଲବାଣୀ, (ବି.ବି.ନୁ୍ୟଜ୍): ଆଠ ଦିନର ପୁଅକୁ ୨ ହଜାର ଟଙ୍କାରେ ବିକିଦେଲା ବାପା । ଖଜୁରିପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ପଞ୍ଚାୟତର!-->…
ମୋରମ ପକାଇ ରାସ୍ତା ସମତଳ
ଝରିଗାଁ,(ବି.ବି.ନୁ୍ୟଜ୍): ଖବର ପ୍ରକାଶ ପରେ ପ୍ରଶାସନର ଚେତା ପଶିଲା । ଗାଁ ରାସ୍ତାରେ ମୋରମ୍ ବିଛାଇ ସମତଳ କରାଗଲା । ଗ୍ରାମବାସୀ ବି!-->…
ଅଙ୍ଗନବାଡ଼ି କୋଠା ଅଧପନ୍ତରିଆ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ତିନିବର୍ଷ ହେଲା ଅଧପନ୍ତରିଆ ପଡିଛି ଅଙ୍ଗନବାଡି କୋଠା । କାନ୍ଥ ପଲସ୍ତରା ହୋଇନି କି ଛାତ ପଡିନି । ଏବେ!-->…
୬୦ ପରିବାରର ମୂର୍ତ୍ତି କାରିଗର ଏବେ ଦିନ ମଜୁରିଆ
ରାୟଗଡା,(ବି.ବି.ନୁ୍ୟଜ୍): ଦୀର୍ଘ ୭୦ ବର୍ଷର ପେସାକୁ ବଦଳାଇ ଦେଇଛି କରୋନା । ପାରମ୍ପରିକ କାରୁକାର୍ଯ୍ୟରେ ପକାଇ ଦେଇଛି ପୂର୍ଣ୍ଣଛେଦ ।!-->…

