Browsing Category
ଓଡ଼ିଶା
୯ରୁ ଗଞ୍ଜାମର ସବୁ ସହରରେ ସଟ୍ଡାଉନ୍
ବ୍ରହ୍ମପୁର: ଆସନ୍ତା ୯ରୁ ୧୩ ତାରିଖ ଯାଏ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଶଟ୍ଡାଉନ୍ ରହିବ। ଏହି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ!-->…
କଟକ ସହର ପାଇଁ ଆଉ ୨ଦିନ ବଢ଼ିଲା ସଟ୍ଡାଉନ୍ ଅବଧି
କଟକ: କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍ଡାଉନ୍ ଅବଧି। ୧୦ ତାରିଖ ମଧ୍ୟରାତ୍ର ପର୍ୟ୍ୟନ୍ତ ବଳବତ୍ତର ରହିବ ଶଟ୍ଡାଉନ୍। ବର୍ତ୍ତମାନ!-->…
ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା
ପୁରୀ: ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳ!-->…
ଫାସି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା
ମାଲକାନଗିରି: ମାଲକାନଗିରି ଥାନା ସ୍ତୃରିକ୍ଲେମେସନ କଲୋନୀର ଜଣେ ଯୁବତୀ ନିଜ ବେକରେ ଓଡଶୀ ବାନ୍ଧି ଫ୍ୟାନ୍ରେ ଫାସି ଲଗାଇ ଆତ୍ମହତ୍ୟା!-->…
ବଣଭୂଇଁ ଟିଏମସିରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ନୀଳଗିରି,(ବି.ବି.ନୁ୍ୟଜ୍): ଅସୁରକ୍ଷିତ ହୋଇପଡିଛି ଟିଏମସି । କେତେବେଳେ ଆକ୍ରମଣ ତ ପୁଣି କେତେବେଳେ ଯୁବତୀଙ୍କୁ ବଳାକ୍ରାର ଅଭିଯୋଗ ।!-->…
ହାଇଦ୍ରାବାଦ୍ରେ ଓଡ଼ିଆ ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ
ଭୋଗରାଇ,(ବି.ବି.ନୁ୍ୟଜ୍): ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହରରେ ଜଣେ ପ୍ରବାସୀ ଓଡ଼ିଆ ଯୁବକଙ୍କ ଶନିବାର ଅପରାହ୍ନରେ ସନେ୍ଦହଜନକ!-->…
କରୋନା ସନେ୍ଦହ:ମୃତଦେହ ଦାହ କରିବାକୁ ଦେଲେନି ଗ୍ରାମବାସୀ
ସିମୁଳିଆ,(ବି.ବି.ନୁ୍ୟଜ୍): ସିମୁଳିଆ ଥାନା ଅନ୍ତର୍ଗତ କ୍ଷୀରକୋଣା ପଞ୍ଚାୟତ ମଝିଗଣ୍ଡି ଗ୍ରାମରେ ଶନିବାର ରାତିରେ ଅଭାବନୀୟ ଘଟଣା ଘଟିଛି!-->…
ବୋଲ ବମ୍ ଯାତ୍ରା ଉପରେ ଲାଗିଲା ରୋକ
ମାଲକାନଗିରି,(ବି.ବି.ନୁ୍ୟଜ୍) ମହାମାରୀ କରୋନା ପାଇଁ ଚଳିତ ବର୍ଷ ରାଜ୍ୟସରକାର ବୋଲ ବମ୍ ଯାତ୍ରା ଉପରେ ରୋକ ଲଗାଇ କାଉଡିଆ ମାନଙ୍କୁ!-->…
ଘରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା
ଧର୍ମଶାଳା,(ବି.ବି.ନୁ୍ୟଜ୍): ଗତକାଲି ମଧ୍ୟରାତ୍ରରେ ଧର୍ମଶାଳା ଥାନା ଅନ୍ତର୍ଗତ ସାରଙ୍ଗ ତିରଣପୁର ଗ୍ରାମର ଶିକ୍ଷୟିତ୍ରୀ ତରୁଲତା!-->…
ବିଧାୟକ ବିଷ୍ଣୁ ଦାସ ଆଉ ନାହାନ୍ତି
ଜଗତସିଂହପୁର,(ବି.ବି.ବୁ୍ୟରୋ): ୩୦ ବର୍ଷର ଲମ୍ବା ରାଜନୈତିକ ଜୀବନ । ଅନେକ ସଫଳତା । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ, ରାଜ୍ୟସଭା ସାଂସଦ ଓ!-->…

