Browsing Category
ଓଡ଼ିଶା
ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ
ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁଙ୍କର ଦେହାନ୍ତ । ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । ୬ ଥର!-->…
ସଂଗରୋଧ କେନ୍ଦ୍ରରୁ ଫେରିଲେ ଶତାଧିକ ଲୋକ
ଗୁଣପୁର,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡର ସିରିଝୋଲି ପଞ୍ଚାୟତରେ କାୟା ବିସ୍ତାର କରିଚାଲିଛି କରୋନା । ଏହି!-->…
ମାଲକାନଗିରିରେ ମାଓ ବିରୋଧୀ ପୋଷ୍ଟର
ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ୱାଭିମାନ ଅଞ୍ଚଳରେ । ବିଚ୍ଛିନ୍ନ!-->…
ଗୁଣିଗାରେଡ଼ିରେ ବଞ୍ଚାଇବାକୁ ଘରକୁ ଆଣିଲେ ଶବ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ମଣିଷ ଚନ୍ଦ୍ରରେ ଘର କରିବାକୁ ଯୋଜନା କଲାଣି । ହେଲେ ଆଦିବାସୀ!-->…
କରୋନା ପ୍ରଭାବ: ସିରିଝୋଲିରେ ଦିନକୁ କ୍ଷତି ୫ ଲକ୍ଷ
ଗୁଣପୁର,(ବି.ବି.ନୁ୍ୟଜ୍):କରୋନା ଯୋଗୁ ପ୍ରଭାବିତ ହୋଇଛି ଦୁଗ୍ଧ ବ୍ୟବସାୟ । ପ୍ରତିଦିନ ପାଖାପାଖି ୫ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି!-->…
ବାଲିଆପାଳ ମହିଳାଙ୍କ କରୋନାରେ ମୃତୁ୍ୟ!
ବାଲିଆପାଳ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ଗ୍ରାମର ଜନୈକ ମହିଳାଙ୍କ କରୋନାରେ ମୃତୁ୍ୟ!-->…
ମଦ ବିକ୍ରିକୁ ବିରୋଧ:ହଣାକଟାରେ ଜଣେ ମୃତ, ୯ ଆହତ
ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ମଦ ବିକ୍ରି ଘଟଣାକୁ କେନ୍ଦ୍ର କରି ଗୋÂୀ ସଂଘର୍ଷ । ମଦ ସପକ୍ଷ!-->…
ଗଞ୍ଜାମରେ କରୋନାରେ ପୁଣି ୩ ମୃତୁ୍ୟ, ଜିଲ୍ଲାରେ ୨୧
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍ବେଗଜନକଭାବେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ବି!-->…
କରୋନା ବେଳେ ବିବାହ ମସ୍ତ: ବର ସମେତ ୫ ଗିରଫ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କୋଭିଡ୍ ଆଇନ୍କୁ ଜଳାଞ୍ଜଳି ଦେଇଦେଲେ । ଫୁ କରିଦେଲେ ଜିଲ୍ଲା ପ୍ରଶାସନର ନିୟମକାନୁନ । ବାହାଘରରେ ଚାଲିଲା!-->…
ଦମ୍ପତିଙ୍କ ତଣ୍ଟି କାଟିଦେଲେ
ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ତଥା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଖଙ୍କର ଗ୍ରାମରେ ଏକ ଅଭାବନୀୟ ଘଟଣା!-->…

