Browsing Category
ଓଡ଼ିଶା
ମହିଳା ଗୋÂୀ ପକ୍ଷରୁ ଥାନାରେ ଏତଲା
ବାଲେଶ୍ୱର,(ବି.ବି.ନୁ୍ୟଜ୍):ଜୁଲୁମ୍ର ସୀମା ସରହଦ ଟପିଯାଉଛନ୍ତି ମାଇକ୍ରୋଫାଇନାନ୍ସ କମ୍ପାନି କର୍ମଚାରୀ । ଦିନ କଥା ଛାଡ଼, ରାତି ଅଧରେ!-->…
୯୫ ଗୋରୁ ଉଦ୍ଧାର, ଦୁଇ ଚାଳକ ଗିରଫ
ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ୍): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରୁ ମଙ୍ଗଳବାର ରାତିରେ ଦୁଇ ବେଆଇନ ଗୋରୁଗାଡ଼ି!-->…
ଭିଜିଲାନ୍ସ ଜାଲରେ ପୁଲିସ୍, ଆଇନଜୀବୀ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ୱର ଟାଉନ ଥାନାର ଜଣେ ପୁଲିସ ଅଧିକାରୀ । ଜମିବାଡ଼ି ମାମଲା ରଫାଦଫା!-->…
ଗୁରିଗାରେଡି ସନେ୍ଦହରୁ ହତ୍ୟା ଧମକ
ଚିତ୍ରକୋଣ୍ଡା: ଅନ୍ଧବିଶ୍ୱାସର କୁପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା!-->…
ବୋଲେରୋ-କାର୍ ମୁହାଁମୁହିଁ ଧକ୍କା:୩ ମୃତ
ବଲାଙ୍ଗୀର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ତରେଇକେଲା ବୁଲାଣିରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ!-->…
ସଂକ୍ରମଣ ଜାଲରେ କଟକ
କଟକ,(ବି.ବି.ବୁ୍ୟରୋ): କଟକରେ କରୋନା ତା’ର ସମ୍ପୂର୍ଣ୍ଣ କାୟା ମେଲାଇ ସାରିଲାଣି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ!-->…
ଆଜି ସନ୍ଧ୍ୟା ଦର୍ଶନ
ପୁରୀ,(ବି.ବି.ନୁ୍ୟଜ୍): ମଙ୍ଗଳବାର ସନ୍ଧ୍ୟା ଦର୍ଶନ ବା ନବମୀ ଦର୍ଶନ । ଆଡ଼ପମଣ୍ଡପରେ ମିଳିବ ଚଳିତ ବର୍ଷର ଚତୁର୍ଦ୍ଧାମୂର୍ତ୍ତିଙ୍କ!-->…
ମହାନଦୀକୁ ଡେଇଁଥିବା ଆଶଙ୍କାରେ ଛାନ୍ଭିନ୍
ସମ୍ବଲପୁର,(ବି.ବି.ନୁ୍ୟଜ୍): ଧମା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହ ତାଙ୍କର ୩ ବର୍ଷର ଝିଅ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି ।!-->…
୮ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଅସ୍ତରଙ୍ଗ,(ବି.ବି.ନୁ୍ୟଜ୍): ଅସ୍ତରଙ୍ଗ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଜଣେ ଅମିନ ଅସ୍ତରଙ୍ଗ ସାନନୟାପଲ୍ଲୀ ଗ୍ରାମର ଜଣେ!-->…
ଆଠଗଡ଼ ଏସ୍ଡିପିଓ କରୋନା ପଜିଟିଭ୍
କଟକ,(ବି.ବି.ନୁ୍ୟଜ୍): ବଡମ୍ବା ଥାନା ଅଧିକାରୀ କରୋନା ଆକ୍ରାନ୍ତ ହେବାର ଦୁଇଦିନ ପରେ ଆଜି ଆଠଗଡ଼ ଏସ୍ଡିପିଓଙ୍କ ରିପୋର୍ଟ ପଜିଟିଭ୍!-->…

