Browsing Category
ଓଡ଼ିଶା
ଶାଶୁ-ବୋହୂ ଝଗଡା ବେଳେ ତୀର ମାରିଲା ଶ୍ବଶୁର
କରଞ୍ଜିଆ : ଶ୍ବଶୁରଙ୍କ ତୂର ମାଡରେ ବୋହୂ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ତୁଳସିବଣି!-->…
କରୋନା ରୋକିବାକୁ ନୂଆ କଟକଣା
ଖୋର୍ଦ୍ଧା, (ବି.ବି.ନୁ୍ୟଜ୍): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ଛୁଇଁଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି!-->…
୩୦ ଫୁଟ୍ ଦୂରରେ ଫୋପାଡ଼ିଲା କ୍ୟାବିନ୍
ରାଜନଗର,(ବି.ବି.ନୁ୍ୟଜ୍): ରାଜନଗର ବ୍ଲକ ଅଞ୍ଚଳରେ ଆଜି ମଧ୍ୟାହ୍ନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି । ଏହି ପ୍ରଚଣ୍ଡ!-->…
ସଟ୍ସର୍କିଟ୍ରୁ ଟିଭି ବିସ୍ଫୋରଣ :୩ ଗୁରୁତର
ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଲା ଗାଁରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି ।!-->…
ବଡ଼ଭାଇଙ୍କୁ ହତ୍ୟା କଲା ସାନ
ବସ୍ତା,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାସୁଚକୁରାଇ ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ସାନଭାଇ ବଡ଼ଭାଇଙ୍କୁ!-->…
ଗୁଣି ସନେ୍ଦହରେ ଯୁବତୀଙ୍କୁ ପିଆଇଲେ ଗୋବର ପାଣି:ବାପା, ଝିଅଙ୍କୁ…
ନୀଳଗିରି,(ବି.ବି.ନୁ୍ୟଜ୍): ଏବେ ବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣି ଗାରେଡ଼ିକୁ ଲୋକେ ବିଶ୍ୱାସ କରୁଛନ୍ତି । ଏଥି ପାଇଁ କେଉଁଠି!-->…
ଡାହାଣୀ ସନେ୍ଦହରେ ବୃଦ୍ଧାଙ୍କ ମୁଣ୍ଡକାଟ
ବାରିପଦା,(ବି.ବି.ନୁ୍ୟଜ୍): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୟୂରଭଞ୍ଜରେ ଘଟିଛି ଅଭାବନୀୟ କାଣ୍ଡ । ଗୁଣିଗାରେଡ଼ି ଓ ଡାହାଣୀ ସନେ୍ଦହରେ!-->…
ହାତୀଙ୍କୁ ହତ୍ୟା କରାଯାଇଛି!
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡା ସେrନର ଗୁରୁବେଡା ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ୨ ହାତୀ ଶିକାର!-->…
ଗୁଣିଗାରେଡ଼ି ସନେ୍ଦହରେ ଡବଲ ମର୍ଡର
ରାୟଗଡ଼ା,(ବି.ବି.ନୁ୍ୟଜ୍): ଗୁଣିଗାରେଡ଼ି ସନେ୍ଦହରେ ଡବଲ ମର୍ଡର । ଗାଁ ମୁଣ୍ଡରେ ଟାଙ୍ଗିଆରେ ହାଣି ଦୁଇଜଣଙ୍କୁ ନିର୍ମମ ହତ୍ୟା । ଏଭଳି!-->…
ପିଲାଙ୍କ ଆଖି ଆଗରେ ଜଳିଗଲେ ବୁଢ଼ା ବାପା
ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ପୁଅଝିଅଙ୍କ ଆଖି ଆଗରେ ଆଜି ୧୧ କେଭି ବିଦୁ୍ୟତ୍ ତାରରେ ଲାଗି ଜଳିଯାଇଛନ୍ତି ଜଣେ ବୃଦ୍ଧ । ତାଙ୍କ ନାଁ!-->…

