Browsing Category
ଓଡ଼ିଶା
କଲଭର୍ଟ ତଳକୁ ଖସିଲା ବାଇକ୍: ୨ ମୃତ, ୧ ଗୁରୁତର
ସୁନ୍ଦରଗଡ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।!-->…
ଜୟପୁରରେ ହେବନି ରଥଯାତ୍ରା
ଜୟପୁର,(ବି.ବି.ନୁ୍ୟଜ୍): ଏବର୍ଷ ଜୟପୁରରେ ହେବନି ରଥଯାତ୍ରା । ରଥ ଟାଣିବାର ସୁଯୋଗ ପାଇବେନି ଭକ୍ତ । ରଥ ଉପରେ!-->…
ପୁଅକୁ ଗୁଳିକଲେ, ଟଳି ପଡ଼ିଲେ ବୋହୂ
ସୋରଡ଼ା,(ବି.ବି.ନୁ୍ୟଜ୍): ଋଣ ଟଙ୍କା ସୁଝିବାକୁ ନେଇ ବାପା ପୁଅ ମଧ୍ୟରେ ଲାଗିଥିଲା ଝଗଡ଼ା । ଟଙ୍କା ଦେବାକୁ ପୁଅ ଶୁଣୁନଥିଲା । ବାପା!-->…
ଏସ୍ଡିପିଓ, ଆଇଆଇସିଙ୍କ ସମେତ ୧୧ କରୋନା ଯୋଦ୍ଧା ପଜିଟିଭ୍
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମାଡୁଛି କରୋନା । ପ୍ରଥମରୁ ଏହା କେବଳ ସଙ୍ଗରୋଧ କେନ୍ଦ୍ର ଓ ପ୍ରବାସୀଙ୍କ ମଧ୍ୟରେ!-->…
ପୁଲିସର କାର୍ଯ୍ୟ ପ୍ରଶଂସନୀୟ: ପାଣ୍ଡିଆନ୍
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନିଂ୍ସ ଯୋଗେ ପୁଲିସ୍ ବିଭାଗର ବରିÂ ଅଧିକାରୀଙ୍କ!-->…
ଭିଜିଲାନ୍ସ ଜାଲରେ ସିଡିଭିଓ: କାର୍ରୁ ମିଳିଲା ୪ ଲକ୍ଷ
ବାରିପଦା,(ବି.ବି.ନୁ୍ୟଜ୍): ଭିଜିଲାନ୍ସ ଜାଲରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସଡିଭିଓ) ଡାକ୍ତର!-->…
ପୁଲିସ ହାବିଲଦାର ସହ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ମାଲକାନଗିରି, (ବି.ବି.ନୁ୍ୟଜ୍) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୩!-->…
ଗରିବ ଆଦିବାସୀଙ୍କ ଦାନା ଯୋଗାଉଛି କୁସୁମ କୋଳି
ମାଲକାନଗିରି, (ବି.ବି.ନୁ୍ୟଜ୍) ବଣପାହଡ ଘେରା ବନାନିର ବନବାସୀଙ୍କ ପାଇଁ ପ୍ରକୃତି ମେଲିଦେଇଛି ଜଙ୍ଗଲଜାତର ପସରା ଆଉ ଯୋଗାଇ ଦେଇଛି ବର୍ଷକ!-->…
ଥାନା ଶୌଚାଳୟରେ ଫିନାଇଲ୍ ପିଇଲେ ଯୁବକ
ସାନଖେମୁଣ୍ଡି, (ବି.ବି.ନୁ୍ୟଜ୍): ପାଟପୁର ଥାନା ଶୌଚାଳୟରେ ଗିରଫ ଅଭିଯୁକ୍ତ ପ୍ରମୋଦ ଦଳେଇ(୨୮) ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ!-->…
ଗଞ୍ଜାମରେ ୫ମ କରୋନା ମୃତୁ୍ୟ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତାଲିକାର ଶୀର୍ଷରେ ରହିବା ପରେ ଏବେ ଗଞ୍ଜାମ କରୋନା ମୃତୁ୍ୟ ତାଲିକାର ୧!-->…

