Browsing Category
ଓଡ଼ିଶା
କ୍ୱାରେଣ୍ଟାଇନ୍ରୁ ଫେରିବା ପରେ ବି ଗାଁରେ ପୂରାଇଲେ ନି
ମୋହନା,(ବି.ବି.ନୁ୍ୟଜ୍): କ୍ୱାରେଣ୍ଟାଇନ୍ରୁ ଫେରିଲେ । କିନ୍ତୁ ଗ୍ରାମବାସୀ ଗାଁରେ ପୁରାଇ ଦେଲେନି । ଫଳରେ ବାଧ୍ୟ ହୋଇ ଜଙ୍ଗଳରେ ଆଶ୍ରୟ!-->…
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ କିରାଣୀ
ବଲାଙ୍ଗିର,(ବି.ବି.ନୁ୍ୟଜ୍): କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ କିରାଣୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର!-->…
ରେଳ ଧାରଣାରୁ ଡିଏସ୍ପି ପନôୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ବ୍ରହ୍ମପୁର,(ବି.ବି.ନୁ୍ୟଜ୍):ଗତକାଲି ମନ୍ଦିରକୁ ଯାଇ ଘରକୁ ଫେରିନଥିଲେ ଅନୀଲ କୁମାର ପ୍ରଧାନଙ୍କ ପନôୀ ସୁଷମା ପ୍ରଧାନ । ପରିବାର ଲୋକେ!-->…
ପୋଖରିରେ ବୁଡ଼ି ଯାଆଁଳା ଭାଇଙ୍କ ମୃତୁ୍ୟ
କେନ୍ଦୁଝର,(ବି.ବି.ନୁ୍ୟଜ୍): ସାଥୀ ହୋଇ ଆସିଥିଲେ, ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ । ଆଜି (ଶୁକ୍ରବାର) ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ!-->…
ହୋମ କ୍ୱାରେଣ୍ଟାଇନ୍ରେ ଥିବା ମହିଳାଙ୍କ ସନେ୍ଦହ ଜନକ ମୃତୁ୍ୟ
କୁଚିଣ୍ଡା,(ବି.ବି.ନୁ୍ୟଜ୍): ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଫେରି ଘରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ସମୟରେ ଜଣେ ମହିଳା ବେକରେ!-->…
ଶୁଣିଲାନି ପ୍ରଶାସନ, ମଙ୍ଗଳସୂତ୍ର ବିକି ଘରକୁ ଫେରିଲେ ଦମ୍ପତ୍ତି
ବାସୁଦେବପୁର,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ଯୋଗୁ ପ୍ରବାସୀଙ୍କୁ ଯାତନା ସୀମା ଟପିଛି । ସ୍ୱାମୀ ବଞ୍ଚି ଥାଉ ଥାଉ ବେକରୁ ମଙ୍ଗଳସୂତ୍ରର!-->…
ଫିନାଇଲ ପିଇ କରିଥିଲେ ଆତ୍ମହତ୍ୟା ଉଦ୍ୟମ: ସାନ ପୁଅ ପରେ ଆଖି…
ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ୨ଦିନ ପୂର୍ବେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ପରିବାରର ୫ ସଦସ୍ୟଙ୍କ ମଧ୍ୟରୁ ଆଖି ବୁଝି!-->…
ମନ୍ଦିରରେ ହୋଇଥାନ୍ତା ବାଲ୍ୟ ବିବାହ: ରୋକିଲା ପ୍ରଶାସନ
ଅନୁଗୋଳ,(ବି.ବି.ନୁ୍ୟଜ୍): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପାଟକୁମଣ୍ଡା ଗାଁରେ ହେବାକୁ ଯାଉଥିବା ବାଲ୍ୟ ବିବାହ ରୋକିବାରେ!-->…
ଦୁର୍ଘଟଣାରେ ଚାଲିଗଲା ମା’ ପୁଅଙ୍କ ଜୀବନ
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏନଏଚ୍ ୫୨୦ କଣ୍ଡରା ଛକ ନିକଟରେ ଏକ ଆଇରନ୍ ବୋଝେଇ!-->…
ପଡେ଼ାଶୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା
ବୀରମିତ୍ରପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ତଲସେରା ଗାଁରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ!-->…

