Browsing Category
ଓଡ଼ିଶା
ପିଟି ଦେଲା ଗାଡ଼ି:ଆଖି ବୁଜିଲା ଭାଲୁ ଛୁଆ
କାମାକ୍ଷାନଗର,(ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ୫୪ ନଂ ଜାତୀୟ ରାଜପଥ କଡ଼ରୁ ଏକ ଭାଲୁ ଛୁଆର ମୃତଦେହ ଉଦ୍ଧାର!-->…
ଅନଲାଇନ୍ ମଦ ବୁକିଂ ବେଳେ କଟିଗଲା ୮୦ ହଜାର ଟଙ୍କା
ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଅନ୍ଲାଇନ୍ରେ ମଦ ବୁକିଂ ବେଳେ ଯୁବକଙ୍କ ଆକାଉଣ୍ଟରୁ କଟିଗଲା ୮୦ ହଜାର ଟଙ୍କା । ରାଜଧାନୀ ଭୁବନେଶ୍ୱରରେ!-->…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର
ପୁରୀ,(ବି.ବି.ବୁ୍ୟରୋ): ଜ୍ୟେÂମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ମଙ୍ଗଳବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ!-->…
ମହିଳାଙ୍କ ଫୁସ୍ଫୁସ୍ରୁ ବାହାରିଲା ହାଇଡେଟେଡ୍ ସିଷ୍ଟ୍
ବୁର୍ଲା,(ବି.ବି.ନୁ୍ୟଜ୍): ଭିମ୍ସାର ଡାକ୍ତରଙ୍କ ସଫଳତାରେ ଆଜି ଆଉ ଗୋଟିଏ ଫର୍ଦ୍ଧ ଯୋଡ଼ି ହୋଇଛି । ଏକ ବିରଳ ଅସ୍ତେ୍ରାପଚାର ପ୍ରଥମଥର!-->…
ଚାଲି ଚାଲି ଘରକୁ ଫେରିଲେ ବୃଦ୍ଧ ଦମ୍ପତି
ଉଲୁଣ୍ଡା,(ବି.ବି.ନୁ୍ୟଜ): ଲକ୍ଡାଉନ୍ ଯୋଗୁଁ ବହୁ ପ୍ରବାସୀ ଘର ବାହାରେ ଫସି ରହିଥିଲେ । ଦୀର୍ଘଦିନର ଲକ୍ଡାଉନ୍ ପରେ ଶେଷରେ କିଛି ଉପାୟ!-->…
ମାଛଧରା ଜାଲରେ ଲାଗିଲା ଛିନ୍ନମସ୍ତାଙ୍କ ମୂର୍ତ୍ତି
ବଳଙ୍ଗା,(ବି.ବି.ନୁ୍ୟଜ୍): ଭାର୍ଗବୀ ନଦୀରୁ ମାଛ ଧରୁଥିଲା ବେଳେ ଜାଲରେ ଏକ ପ୍ରାଚୀନ ଛିନ୍ନମସ୍ତାଙ୍କ ମୂର୍ତ୍ତି ଲାଗି ଯାଇଥିଲା । ଏହି!-->…
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବଉଳ କାଠ
ପୁରୀ,(ବି.ବି.ନୁ୍ୟଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ସାକ୍ଷୀଗୋପାଳରୁ ବଉଳ କାଠ ଶ୍ରୀକ୍ଷେତ୍ରକୁ ଯାଇଛି ।!-->…
କଳିଙ୍ଗ କତା କମ୍ପାନୀରେ ଅଗ୍ନିଗାଣ୍ଡ
ପିପିଲି,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଂଖ ଠାରେ ଥିବା କଳିଙ୍ଗ କଥା କମ୍ପାନୀରେ ମଙ୍ଗଳବାର ବିଳମ୍ବିତ ରାତିରେ!-->…
ଦୋକାନ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ବଜାରରେ ଥିବା ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର!-->…
କାଠ ହାତୀ ତିଆରି କରି ଯୁବକ ସ୍ୱାବଲମ୍ବୀ
ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଗରିବ ଦଳିତ ଆଦିବାସୀ ନାହିଁ ନଥିବା ଅସୁବିଧା ଭୋଗ!-->…

