Browsing Category
ଓଡ଼ିଶା
ରକ୍ତ ବିକୁଥିବା ଦଲାଲ୍ ଏସସିବିରୁ ଗିରଫ
କଟକ, (ବି.ବି.ବୁ୍ୟରୋ): ଖରା ଦିନ, ରକ୍ତ ସଂଗ୍ରହ କମ୍ ହେଉଛି । ତେଣୁ ବ୍ଲଡ୍ ବ୍ୟାଙ୍କ୍ରେ ରକ୍ତର ଘୋର ଅଭାବ । ଏହାର ସୁଯୋଗ ନେଉଛନ୍ତି!-->…
ଦେଢ଼ ଲକ୍ଷରେ ରାଜସ୍ଥାନରେ ମହିଳାଙ୍କୁ ବିକ୍ରି!
ଝାରସୁଗୁଡ଼ା, (ବି.ବି.ନୁ୍ୟଜ): ଝାରସୁଗୁଡ଼ାର ଜଣେ ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ ଲକ୍ଷ ଟଙ୍କା ବିନିମୟରେ ଦଲାଲଙ୍କ ଜରିଆରେ!-->…
ଦଣ୍ଡ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା:ଦେଉଳପଲ୍ଲୀର ୮ ଗିରଫ
ନୟାଗଡ଼,(ବି.ବି.ନୁ୍ୟଜ): ନୟାଗଡ଼ ସହରରେ ଦଣ୍ଡ ଠାକୁରଙ୍କ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ କରିବା ଅଭିଯୋଗରେ ନୟାଗଡ଼ ଟାଉନ୍ ଥାନା ପୁଲିସ୍!-->…
ଜୁନ୍ ସୁଦ୍ଧା ଭୁବନେଶ୍ୱରକୁ ଉଡ଼ିବ ବିମାନ
ଜୟପୁର,(ବି.ବି.ବୁ୍ୟରୋ): ଆସନ୍ତା ଜୁନ୍ ଶେଷ ସୁଦ୍ଧା ଜୟପୁର ଏୟାରଷ୍ଟି୍ରପ୍ରୁ ଭୁବନେଶ୍ୱର ଏବଂ ବିଶାଖାପାଟଣାକୁ ଉଡ଼ିବ ବିମାନ । ଏ!-->…
ମୋବାଇଲ୍ ଖେଳରୁ ଛାତ୍ରକୁ ହତ୍ୟା
ଜୟପୁର,(ବି.ବି.ବୁ୍ୟରୋ): ମୋବାଇଲ୍ ନେଇଗଲା ଜଣକ ଜୀବନ । ଫ୍ରି ଫାୟାର୍ ଖେଳକୁ କେନ୍ଦ୍ର କରି ଜଣେ ଷÂ ଶ୍ରେଶୀ ଛାତ୍ରକୁ ନିର୍ମମ ହତ୍ୟା ।!-->…
ନିଦରୁ ଉଠାଇ ଜଣଙ୍କ ପରେ ଜଣଙ୍କୁ ହାଣିଲି
ମାହାଙ୍ଗା,(ବି.ବି.ବୁ୍ୟରୋ): ପ୍ରଥମେ ଭାଉଜଙ୍କୁ ଚୋଟ ପକାଇଲା । ଅଟକାଇବାକୁ ଆସି ଆକ୍ରମଣର ଶିକାର ହେଲେ ବଡ଼ ÿଭାଇ ଅଲେଖ । ଭାଇ,!-->…
ଅସୁସ୍ଥ ଶିଶୁକୁ ଧରି ଦିନ ତମାମ୍ ଏସସିବିରେ ଘୂରିଲେ ଦମ୍ପତି
କଟକ,(ବି.ବି.ବୁ୍ୟରୋ): ଏସ୍ସିବି ମେଡିକାଲ୍ରେ ଗୋଟିଏ କି ଦୁଇଟି ଜାଗାରେ ନୁହେଁ । ତିନି ତିନୋଟି ଜାଗାରେ ହାଇପ୍ରୋଫାଇଲ ଲିକୁଇଡ୍!-->…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତଦାରଖ କଲେ…
ଢେଙ୍କାନାଳ,(ବି.ବି.ନୁ୍ୟଜ): କରୋନା ମହାମାରୀ ପରଠାରୁ ଦେଶରେ ରହିଥିବା ଗରିବ ଓ ଅସହାୟଙ୍କ ପାଇଁ ମୋଦି ସରକାର ମାଗଣାରେ ଚାଉଳ ପଠାଉଛନ୍ତି!-->…
ରାସ୍ତା ବନ୍ଦ, ବଢୁଛି ଅସନ୍ତୋଷ
ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ବିଏମ୍ସି ପକ୍ଷରୁ ସ୍ମାର୍ଟରୋଡ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି!-->…
ଚନ୍ଦନେଶ୍ୱର ଚଡ଼କ ପର୍ବର ପାଟଯାତ୍ରା ସମ୍ପନ୍ନ
ଚନ୍ଦନେଶ୍ୱର,(ବି.ବି.ନୁ୍ୟଜ): ଦୀର୍ଘ ୧୩ ଦିନ ଧରି ପାଳନ ହୋଇ ଆସୁଥିବା ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ପର୍ବର ମୁଖ୍ୟ ପାଟଯାତ୍ରା!-->…

