Browsing Category
ଓଡ଼ିଶା
ନୂଆପାଟଣା ଶଟ୍ଡାଉନ୍
ଆଠଗଡ଼,(ବି.ବି.ନୁ୍ୟଜ୍୍): କଟକ ଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା ଅଞ୍ଚଳକୁ ୨୪ ଘଣ୍ଟିଆ ଶଟ୍ଡାଉନ୍ ଘୋଷଣା କରାଯାଇଛି । ସୋମବାର ରାତିରୁ!-->…
ବଡ଼ ଭାଇର ତୀର ମାଡ଼ରେ ସାନ ଭାଇ ଗୁରୁତର
ମୟୂରଭଞ୍ଜ,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ହୁଡ଼ିସାହି ଗାଁରେ ବଡ଼ ଭାଇର ତୀର ମାଡ଼ରେ ସାନ ଭାଇ ଗୁରୁତର!-->…
ଗୌଡ଼ଗୋଠ ପଞ୍ଚାୟତ ୨୪ ଘଣ୍ଟା ଶଟ୍ଡାଉନ୍
ଗଞ୍ଜାମ,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସୋରଡ଼ା ବ୍ଲକର!-->…
ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର
ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଖୁଟୁଗା ନିକଟ ଏକ ବ୍ରିଜ୍ ତଳୁ ଜଣେ ଯୁବକଙ୍କ ମୃତଦେହ!-->…
୨୩ କରୋନା ଆକ୍ରାନ୍ତ ଚିହ୍ନଟ: ୪୩୭ ରେ ପହଞ୍ଚôଲା ସଂଖ୍ୟା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ!-->…
ଲୁଚି ଛପି ଖେଳୁଥିଲେ ଜୁଆ, ଧରିଦେଲା ପୋଲିସ
ଫୁଲବାଣୀ,(ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଉପରପଡ଼ାର ଏକ ପରିତ୍ୟକ୍ତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ!-->…
କଟକଣା ନ ମାନିଲେ ଶଟ୍ଡାଉନ୍ ହେବ ଜିଲ୍ଲା: ଜିଲ୍ଲାପାଳ
ଅନୁଗୁଳ,(ବି.ବି.ନୁ୍ୟଜ୍): ୧୫କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ଲୋକେ ସାମାଜିକ ଦୂରତ୍ୱ ମାନୁ ନାହାନ୍ତି । ଦୋକାନ ବଜାରରେ ଅଯଥା ଗହଳି!-->…
ମହାରାଷ୍ଟ୍ରରେ ପ୍ରାଣ ହରାଇଥିଲେ ଶ୍ରମିକ, ମୃତଦେହକୁ ଗାଁରେ ବିରୋଧ
ଫୁଲବାଣୀ,(ବି.ବି.ନୁ୍ୟଜ୍): ଗତ ୩ ତାରିଖ ପୂର୍ବେ ମହାରାଷ୍ଟ୍ରରେ ସନେ୍ଦହଜନକ ଭାବେ ପ୍ରାଣ ହରାଇଥିଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା!-->…
ହାତୀ ହାବୁଡ଼ରେ ପଡି ଜୀବନ ହାରିଲେ ଯୁବକ
ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ମେଡିକାଲ ଯାଉଥିବା ବାଟରେ ହାତୀ ହାବୁଡ଼ରେ ପଡି ଜୀବନ ହାରିଲେ ଯୁବକ । ଏପରି ଏକ ଦୁଃଖଦ ଘଟଣା ସୋମବାର!-->…
୫୨୦ କି.ମି. ସମୁଦ୍ର ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚôଲେ ୧୬…
କୋଣାର୍କ,(ବି.ବି.ନୁ୍ୟଜ୍): ଆନ୍ଧ୍ରପ୍ରଦେଶର ତୁନି ଅଞ୍ଚଳରୁ ଏକ ସ୍ୱତନ୍ତ୍ର ଡଙ୍ଗାରେ ଆସିଥିବା ୧୬ ଜଣ ଅଣଓଡ଼ିଆ ମତ୍ସ୍ୟଜୀବୀ ମଙ୍ଗଳବାର!-->…

