Browsing Category
ଓଡ଼ିଶା
ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ…
ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଆଁରେ ଅଘଟଣ । ବିଲରେ କାମ କରି ଘରକୁ ଫେରୁଥିବା ଯୁବକଙ୍କୁ ମରଣାତ୍ମକ ଆକ୍ରମଣ!-->…
ଚାନ୍ଦନୀମାଲ ନର୍ସରୀରୁ ପାଣି ପମ୍ପ ଚୋରୀ ମାମଲା: ଫାଣ୍ଡି ASI…
ଝାରସୁଗୁଡା : ନର୍ସରୀରେ ମଟର ଚୋରୀ ଘଟଣାରେ ଆଉ ଜଣେ ଘରୋଇ ସୁରକ୍ଷା କର୍ମଚାରୀ କୋମାରେ ।ଅଚେତ ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ!-->…
କାଜୁ ତୋଳୁଥିଲା ବେଳେ କାମୁଡ଼ିଦେଲା ବାର୍ହା
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଦୁର୍ଲଭପୁର ଗାଁ ପାଖରେ ଥିବା କାଜୁ ବଗିଚାରେ ଜଙ୍ଗଲି ବାର୍ହା!-->…
ଘରେ ପଶି ଲୁଟିନେଲେ ୩୦ ହଜାର ଟଙ୍କା ଓ ଅଳଙ୍କାର
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଲିଆଖାଇ ଗାଁର ବୃନ୍ଦାବନ ନାଇକଙ୍କ ଘରେ ଚୋରି!-->…
ଅନୁଗୋଳରେ ରେଡ୍ ଜୋନ୍ ପାଇଁ ନିଦେ୍ର୍ଧଶ ଦେଲେ ଜିଲ୍ଲାପାଳ
ଅନୁଗୋଳ,(ବି.ବି.ନୁ୍ୟଜ୍): ଅନୁଗୋଳ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଠାରେ ରେଡ୍ ଜୋନ୍ ପାଇଁ ଉଦ୍ଧିଷ୍ଟ କଟକଣା!-->…
ବାଘ ଚମଡ଼ା ଜବତ: ୪ ଗିରଫ
କରଞ୍ଜିଆ,(ବି.ବି.ନୁ୍ୟଜ୍): ମୟୂରଭର ଜିଲ୍ଲା ଜଶୀପୁର ସ୍ଥିତ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଶନିବାର କରଞ୍ଜିଆ ଅଞ୍ଚଳରେ!-->…
ଆଜିଠୁ କ୍ୱାରେଣ୍ଟାଇନ୍ରେ ରହିବେ ରଥକାମରେ ନିୟୋଜିତ ସେବାୟତ
ପୁରୀ,(ବି.ବି.ନୁ୍ୟଜ୍): ତିନି ଦିନ ହେଲାଣି ପୁରୀରେ ରଥ କାମ ଆରମ୍ଭ ହୋଇଛି । ତେବେ ରଥ କାମରେ ନିୟୋଜିତ ଥିବା ସେବାୟତମାନେ ରବିବାରଠାରୁ!-->…
ଗଞ୍ଜାମରେ କ୍ୱାରେଣ୍ଟାଇନ୍ରେ ଅଛନ୍ତି ୪୦ ହଜାର ଲୋକ
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ୪୦ ହଜାର ଲୋକ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ପ୍ରବେଶ!-->…
ଡାକ୍ତରଙ୍କ କାନ ଛିଣ୍ଡାଇଦେଲେ ପ୍ରସୂତିଙ୍କ ସଂପର୍କୀୟ
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ବ୍ରହ୍ମପୁର ବଡ ମେଡିକାଲରେ ଘଟିଛି ଅଭାବନୀ ଘଟଣା । ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଲେବର୍ ରୁମ୍ ରେ ନିୟୋଜିତ!-->…
ରିଲିଫ ସାମଗ୍ରୀ ଆଣିବା ବେଳେ ଅଘଟଣ :ଅଟୋ ଓଲଟି ୨ ବୃଦ୍ଧା ମୃତ, ୩…
ଧାମନଗର,(ବି.ବି.ନୁ୍ୟଜ୍): ରିଲିଫ ସାମଗ୍ରୀ ଆଣି ଘରକୁ ଫେରିଲା ବେଳେ ଦୁର୍ଘଟଣା ଘଟିଲା । ଫଳରେ ୨ ଜଣ ବୃଦ୍ଧାଙ୍କ ଜୀବନ ଯାଇଛି । ମୃତ!-->…

