Browsing Category
ଓଡ଼ିଶା
ବଜ୍ରାଘାତରେ ୭ ମୃତ, ଜଣେ ଗୁରୁତର
କେନ୍ଦୁଝର/ଭୋଗରାଇ/ବସ୍ତା,(ବି.ବି.ନୁ୍ୟଜ୍): ଶୁକ୍ରବାର ରାଜ୍ୟର କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତରେ ୭ ଜଣଙ୍କ!-->…
ଆଜି ବି ବର୍ଷିବ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ରଚିଛି ତାଣ୍ଡବ । ହଠାତ ଝଡ଼ ତୋଫାନ ଆସିବା ଯୋଗୁଁ!-->…
ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର ସ୍ୱାଗତ
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତାକୁ!-->…
ରଥଯାତ୍ରା ନେଇ ମୋଦି-ନବୀନ ଆଲୋଚନା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାମାରୀ କରୋନା ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଉଭା!-->…
ସଟ୍ଡାଉନ୍ରେ ବାଲେଶ୍ୱର, ଭଦ୍ରକ: ରାସ୍ତାଘାଟ ଖାଁ ଖାଁ
ବାଲେଶ୍ୱର/ଭଦ୍ରକ, (ବି.ବି.ନୁ୍ୟଜ୍): ଉତ୍ତର ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେଉଥିବାରୁ ରାଜ୍ୟ ସରକାର ବାଲେଶ୍ୱର,!-->…
ଯାଜପୁରରେ ୭ ଶହରୁ ଅଧିକ କୋଲକାତା ଫେରନ୍ତା
ଯାଜପୁର,(ବି.ବି.ନୁ୍ୟଜ୍): କୋଲକାତା ଫେରନ୍ତାଙ୍କୁ ନେଇ ଯାଜପୁର ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଯାଇଛି । ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ!-->…
ଭଦ୍ରକରୁ ଆଉ ୫ ପଜିଟିଭ୍
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଡ଼ିଶାରେ ଭଦ୍ରକ, ଯାଜପୁର, ବାଲେଶ୍ୱର ପାଲଟିଛି କରୋନାର ନୂଆ ହଟ୍ସ୍ପଟ୍ । ଭଦ୍ରକ ଜିଲ୍ଲାରୁ ଆଜି ଆଉ!-->…
ରଥଯାତ୍ରା ନିଷ୍ପତ୍ତି ମଇ ୩ ପରେ
ପୁରୀ,(ବି.ବି.ବୁ୍ୟରୋ): ଯୁଗ ଯୁଗ ଧରି ଚାଲିଆସୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ଚଳିତ ବର୍ଷ ପ୍ରତିବନ୍ଧକ ସାଜିଛି କରୋନା!-->…
କାଜୁ ତୋଟାରୁ ଝୁଲନ୍ତା ଶବ ଉଦ୍ଧାର
ବୁଗୁଡ଼ା(ବି.ବି.ନୁ୍ୟଜ୍): ବୁଗୁଡ଼ା ଥାନା ପଙ୍କଳସାହି ନିକଟ କାଜୁ ତୋଟାରୁ ଶୁକ୍ରବାର ଏକ ଝୁଲନ୍ତା ଶବ ଉଦ୍ଧାର କରିଛି ପୁଲିସ । ମୃତକ!-->…
ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ
ଶେରଗଡ଼, (ବି.ବି.ନୁ୍ୟଜ୍): ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଶେରଗଡ଼ ବ୍ଲକ୍ ପୁନାନ୍ଦ ଗ୍ରାମର କୋବି କିଆରିରେ ଜଣେ ଯୁବକଙ୍କ ସନେ୍ଦହଜନକ!-->…

