Browsing Category
ଓଡ଼ିଶା
ସଙ୍ଗୀନ ହେଉଛି ବାଲେଶ୍ୱର ସ୍ଥିତି
ବାଲେଶ୍ୱର,(ବି.ବି.ନୁ୍ୟଜ୍):ବାଲେଶ୍ୱର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଜିଲ୍ଲାର କରୋନା ସ୍ଥିତି ନିୟନ୍ତ୍ରଣରେ ରହୁନି ।!-->…
ଯାଜପୁର ହଟ୍ସ୍ପଟରେ ଆକ୍ରାନ୍ତ ସଂଖ୍ୟା ୧୨ ଛୁଇଁଲା
ଯାଜପୁର,(ବି.ବି.ନୁ୍ୟଜ୍): ଯାଜପୁର ବ୍ଲକ୍ରେ ଆଜି ୩ ଜଣ ଓ ଦଶରଥପୁର ବ୍ଲକ୍ରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନେ!-->…
ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: କରୋନାକୁ ନେଇ ଆସିଲା ଆଉ ଏକ ଉଦ୍ବେଗଜନକ ଖବର। ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ହେଲେ!-->…
ଲକଡାଉନ୍ ସମୟରେ ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି…
ଭଦ୍ରକ: ଲକଡାଉନ୍ ସମୟରେ ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଅବକାରୀ ବିଭାଗ। ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଦ ଜବତ!-->…
ରାତି ଅଧିଆ ଚଢ଼ାଉ: ୪ ଗିରଫ, ଦେଶୀ ଏବଂ ବିଦେଶୀ ମଦ ପେଟି ଜବତ
ସାଲେପୁର: ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଠାରେ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ!-->…
ଆଉ ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା
ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ!-->…
ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ : ପଞ୍ଚାୟତ…
ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ!-->…
ପଶ୍ଚିମବଙ୍ଗ ଯାଉଥିବା ୨୦୦ ବସ୍ତା ଚାଉଳ ଜବତ
ବରଗଡ଼,(ବି.ବି.ନୁ୍ୟଜ୍): କୋଭିଡ଼ ମୁକାବିଲା ପାଇଁ ବରଗଡ଼ରୁ ପଶ୍ଚିମବଙ୍ଗକୁ ରେଳରେକ୍ରେ ଯିବା ପାଇଁ ଲୋଡ଼ିଂ ହେଉଥିବା ଚାଉଳ ମଧ୍ୟରୁ ୨୦୦!-->…
ଡିଜିଙ୍କ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ପରିଦର୍ଶନ
ଜଳେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ୭୮ କରୋନା ପଜିଟିଭ୍ ମଧ୍ୟରୁ ଏକତୃତୀୟାଂଶରୁ ଅଧିକ (୨୯)ଟି ପଶ୍ଚିମବଙ୍ଗ ଲିଙ୍କ୍ ଜଣାଯିବା ପରେ!-->…
ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର୍
ଜୟପୁର,(ବି.ବି.ନୁ୍ୟଜ୍): ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ କୋରାପୁଟ ଘାଟିରେ ଓଲଟି ପଡ଼ିଲା ଏକ ଏଲପିଜି ବୋଝେଇ ଟ୍ୟାଙ୍କର ।!-->…

