Browsing Category
ଓଡ଼ିଶା
ଭଦ୍ରକରେ ଆଜି ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ବାସୁଦେବପୁରର ଓ…
ଭଦ୍ରକ : ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ୭ ଜଣ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ୫ ଜଣ!-->…
ସହରୀ ଗରିବଙ୍କୁ ନବୀନଙ୍କ ୧୦୦ କୋଟି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳକୁ ଫୋକସ୍ । ସହରାଞ୍ଚଳର ଗରିବ, ଶ୍ରମିକ ଓ ଦିନ ମଜୁରିଆଙ୍କ ହାତକୁ ମିଳିବ!-->…
ତିର୍ତ୍ତୋଲରୁ ପ୍ରାଚୀନ ପଥର ମୂର୍ତ୍ତି ଉଦ୍ଧାର
ଜଗତସିଂହପୁର,(ବି.ବି.ନୁ୍ୟଜ୍): ତିର୍ତ୍ତୋଲର କୋଲ୍ଟା ଅଞ୍ଚଳରୁ ଏକ ପୁରାତନ ପ୍ରାଚୀନ ପଥର ଖୋଦେଇ ମୂର୍ତ୍ତି ଉଦ୍ଧାର କରାଯାଇଛି । ପୋଖରୀ!-->…
ସୀମା ଲଂଘିଲେ ଅମାନିଆ:ତାଗିଦ୍ ବେଳେ ପ୍ରଶାସନିକ ଅଧିକାରୀଙ୍କୁ…
ଯାଜପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଯାଜପୁରରେ ୨ଜଣ କରୋନା ପଜିଟିଭ୍!-->…
ଭିମ୍ସାର୍ରେ କୋଭିଡ୍ ପରୀକ୍ଷା
ସମ୍ବଲପୁର,(ବି.ବି.ନୁ୍ୟଜ୍): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲିଠାରୁ ଭିମ୍ସାରରେ କୋଭିଡ -୧୯ ରକ୍ତ ନମୁନା ପରୀକ୍ଷା!-->…
ନାଟ୍ୟକାର ଡ. ରତ୍ନାକର ଚଇନିଙ୍କ ବିୟୋଗ
କଟକ,(ବି.ବି.ନୁ୍ୟଜ୍): କାଳଜୟୀ ନାଟକ ‘ଅଥଚ ଚାଣକ୍ୟ’ର ନାଟ୍ୟକାର ତଥା ଲବ୍ଧପ୍ରତିÂିତ ସାହିତି୍ୟକ, ସମୀକ୍ଷକ ଡକ୍ଟର ରତ୍ନାକର ଚଇନି ଆଉ!-->…
ବଲାଙ୍ଗୀର, ବରଗଡ଼, ସୋନପୁର, ଫୁଲବାଣୀ ଗସ୍ତରେ ୫-ଟି ସଚିବ
ବଲାଙ୍ଗୀର/ବରଗଡ଼/ସୋନପୁର/ଫୁଲବାଣୀ,(ବି.ବି.ନୁ୍ୟଜ୍): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ!-->…
ମୁଖ୍ୟ ସାଶନ ସଚିବ ଓ ୫ଟି ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ
ବଲାଙ୍ଗୀର- ସ୍ଥାନୀୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ କୁ କୋଭିଡ ହସ୍ପିଟାଲ ରୂପେ ପରିଣତ କରାଯାଇଛି । ରୋଗୀଙ୍କ ପାଇଁ ଏଠାରେ!-->…
୯ଟି ଜିଲ୍ଲାରେ ଚାଲିବନି ଘରୋଇ ଗାଡ଼ି
ଭୁବନେଶ୍ୱର: କେନ୍ଦ୍ର ସରକାର ଦ୍ୱିତୀୟ ପର୍ୟ୍ୟାୟ ଲକ୍ଡାଉନ ଅବଧି ବଢ଼ାଇବା ପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର।!-->…
ଡାକ୍ତରଖାନାରୁ ଘରକୁ ଫେରୁଥିଲେ, ପିଟି ଦେଲା କାର୍
ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଲେ ମହିଳା । ମୃତକ ନାମ ଲତା!-->…

