Browsing Category
ଓଡ଼ିଶା
୮.୫ ହଜାର ଜାଲ୍ ନୋଟ୍ ଜବତ: ୨ ଗିରଫ
ଖୋର୍ଦ୍ଧା,(ବି.ବି.ନୁ୍ୟଜ୍):ପ୍ରଥମ ଥର ପାଇଁ ଜାଲନୋଟ୍ କାରବାର ଅଭିଯୋଗରେ ଆଦର୍ଶ ଥାନା ପୁଲିସ କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ଗ୍ରାମର!-->…
୨ ଭାଇ ଗିରଫ, ୧.୮୦ ଲକ୍ଷର ବ୍ରାଉନସୁଗର ଜବତ
ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ବ୍ରାଉନସୁଗାର ବିକ୍ରିର ନୂଆ ତରିକା । ଆଗ ବଡ଼ଭାଇ ଟଙ୍କା ରଖୁଥିଲା ଓ ପରେ ଫୋନରେ କହିବା ପରେ ସାନ ଭାଇ!-->…
ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ପରଲୋକ
ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ୍): ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି । ସୋମବାର!-->…
ମଦ ଦୋକାନ ଆଗରେ ଗଣ୍ଡଗୋଳ
ବାହାନଗା, (ବି.ବି.ନୁ୍ୟଜ୍): ମଦ ପିଇବାକୁ ନେଇ ଦୁଇ ଗୋÂୀ ମଧ୍ୟରେ ପ୍ରଥମେ ବଚସା ହେଲା । ପରେ ଗଣ୍ଡଗୋଳର ରୂପ ନେଲା । ପରିସ୍ଥିତି ଏପରି!-->…
ବାହାଘର ଚତୁର୍ଥିରେ ଅଘଟଣ
ଭୋଗରାଇ,(ବି.ବି.ନୁ୍ୟଜ୍): ରବିବାର ବାହାଘର ସରିଥିଲା । ବୁଧବାର ଥିଲା ଚତୁର୍ଥି ଭୋଜି । ଘରେ ସମସ୍ତେ ଆନନ୍ଦରେ ମସଗୁଲ ଥିଲେ । ମାତ୍ର!-->…
ଇମାମୀ କାଗଜ କଳରେ ଅଗ୍ନିକାଣ୍ଡ
ରେମୁଣା,(ବି.ବି.ନୁ୍ୟଜ୍): ମଙ୍ଗଳବାର ପୂର୍ବାହ୍ଣରେ ବାଳଗୋପାଳପୁର ସ୍ଥିତ ଇମାମୀ ପେପର ମିଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟି କୋଟି!-->…
ଦୁଇ ହଜାର ସିଜନାଲ୍ କର୍ମଚାରୀଙ୍କ ପେଟରେ ମାଡ
ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): କେନ୍ଦୁପତ୍ର ସଂସ୍ଥା ଅଧୀନରେ କାର୍ଯ୍ୟରତ ଲକ୍ଷାଧିକ ତୋଳାଳି, କର୍ମଚାରୀ, ବନେ୍ଧଇ ଶ୍ରମିକ ଆଜି ଅଲୋଡ଼ା!-->…
ସତ୍ୟବାଦୀରେ ପୁଣି ହତ୍ୟାକାଣ୍ଡ:ରାଜପଥରେ ଗଡ଼ିଲା ମୁଣ୍ଡ
ସାକ୍ଷୀଗୋପାଳ, (ବି.ବି.ନୁ୍ୟଜ୍): ସତ୍ୟବାଦୀ ଥନା ଅଧୀନ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ । ଗୁଳି!-->…
ମାତାଲିଙ୍କୁ ସାବାଡ କଲେ ମହିଳା, ଆଡ୍ଡା ଉପରେ ଚଢଉ କରି ଭାଙ୍ଗିଲେ…
ଭଦ୍ରକ: ଚୋରା ମଦ ପିଇ ମାତାଲିଙ୍କ ଉତ୍ପାତରେ ଦେଖି ରାଗିଲେ ମହିଳା ଦଳ । ମଦ ଦୋକାନ ଘର ଭାଙ୍ଗିବା ସହ ଦେଶୀ ମଦ ନଷ୍ଟ କରିଛନ୍ତି ।!-->…
ହୋଲି ଖେଳରୁ ଗୋଷ୍ଠୀ ସଂଘର୍ଷ, ୬ ଆହତ
ଆଠଗଡ: ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ!-->…

