Browsing Category
ଓଡ଼ିଶା
କଟକରେ ବ୍ୟାପକ ପ୍ରସ୍ତୁତି, ଯୋଗଦେବେ ମୁଖ୍ୟମନ୍ତ୍ରୀ
କଟକ,(ବି.ବି.ବୁ୍ୟରୋ): ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କଟକରେ ବ୍ୟାପକ କାର୍ଯ୍ୟକ୍ରମ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ!-->…
ରାଜ୍ୟ ବିଜେଡି ସଂଯୋଜକଙ୍କୁ ଭେଟିଲେ ବ୍ଲକ୍ ସଭାପତି
ବାଲିଅନ୍ତା, (ବି.ବି.ନୁ୍ୟଜ୍): ବରିÂ ବିଜେଡ଼ି ନେତା କମଳ କୁମାର ପାତ୍ରଙ୍କ ନେତୃତ୍ୱରେ ନବ ନିର୍ବାଚିତ ଜୟଦେବ ନିର୍ବାଚନ ମଣ୍ଡଳୀର ଦୁଇ!-->…
୧୪ରେ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ
ଜଟଣୀ, (ବି.ବି.ନୁ୍ୟଜ୍): ଜଟଣୀ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ!-->…
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ୍
ବିରିଡି,(ବି.ବି.ନୁ୍ୟଜ୍): ବିରିଡି ବ୍ଲକର ବଡ ଖଣ୍ଡାଇତା ପିଏଚ୍ଠାରେ ରେଳରୋକ ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଯାତ୍ରୀମାନେ!-->…
ସୁନ୍ଦରଗଡ଼ ଆସିଲେ ବିଜୁ ବାବୁଙ୍କ କଥା ମନେ ପଡେ: ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ମୋ ସରକାର କାର୍ଯ୍ୟରେ ବିଶ୍ୱାସ କରେ । ଓଡ଼ିଶା ଲୋକଙ୍କ ବିକାଶ କରିବା ମୋ ସରକାର ପ୍ରାଥମିକତା ଦେଇ!-->…
ଏସ୍ସିବିରେ ସନ୍ଦିଗ୍ଧ କରୋନା ଦମ୍ପତି
କଟକ/ପାରାଦୀପ,(ବି.ବି.ନୁ୍ୟଜ୍): ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପାରାଦୀପ ବନ୍ଦରରେ!-->…
ଟ୍ରାଫିକ୍ ଯାଞ୍ଚକୁ ନେଇ ଜନତା ପୁଲିସ୍ ମୁହାଁମୁହିଁ
ସମ୍ବଲପୁର,(ବି.ବି.ନୁ୍ୟଜ୍): ଆଜି ତୃତୀୟ ଦିନରେ ମଧ୍ୟ ପୁଲିସ ସହରା ସାରା ଏକପ୍ରକାର ନାକାବନ୍ଦୀ ଭଳି ଟ୍ରାଫିକ୍ ଧରପଗଡ ଚଲାଇଥିଲା ।!-->…
ସୂର୍ଯ୍ୟମନ୍ଦିରର ଥ୍ରୀଡି ଲେଜର ସ୍କାନିଂ ଆରମ୍ଭ
କୋଣାର୍କ,(ବି.ବି.ନୁ୍ୟଜ୍): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଫଟୋ ଗ୍ରାମାଟିକ୍ ସର୍ଭେ ଓ ଥ୍ରୀଡି ଲେଜର ସ୍କାନିଂ ଆରମ୍ଭ ହୋଇଛି!-->…
ସାପ ସହ ଲଢ଼ି ୩ ଜୀବନ ବଞ୍ଚାଇଲା କୁକୁର
ଅସ୍ତରଙ୍ଗ,(ବି.ବି.ନୁ୍ୟଜ୍) : ଅସ୍ତରଙ୍ଗ ବ୍ଲକ୍ କେନ୍ଦ୍ରାପାଟି ପଞ୍ଚାୟତ ନୂଆସାହି ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ନାଗ ସାପ!-->…
ମାତୃହନ୍ତା ଆସାମୀ:ଆଜୀବନ ଜେଲ୍ ଦଣ୍ଡକୁ ୧୦ ବର୍ଷକୁ ହ୍ରାସ କଲେ…
କଟକ,(ବି.ବି.ନୁ୍ୟଜ୍): ଜଣେ ମାତୃହନ୍ତା ଆସାମୀକୁ ରାଉରକେଲା ଅତିରିକ୍ତ ସେସନ୍ସ ଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲାବେଳେ!-->…

