Browsing Category
ଓଡ଼ିଶା
ଅଟୋରୁ ଖସିି ପ୍ରଥମ ଶ୍ରେଣୀ ଛାତ୍ର ମୃତ
ଦିଗପହଣ୍ଡି (ବି.ବି.ନୁ୍ୟଜ୍): ଚଳନ୍ତା ଅଟୋରୁ ଖସିି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତୁ୍ୟ । ମୃତକ ଦିଗପହଣ୍ଡି ସରସ୍ୱତୀ ଶିଶୁ ମନ୍ଦିରର!-->…
ଜାଲରେ ଫସିଲା ହ୍ୱେଲ୍ ସାର୍କ
ଗୋପାଳପୁର, (ବି.ବି.ନୁ୍ୟଜ୍): ଗୋପାଳପୁର ନିକଟସ୍ଥ ନୂଆ ବrିପଲ୍ଲୀ ପାଖ ବଙ୍ଗୋପସାଗର ତଟରେ ସାର୍କ ମାଛ । ବୁଧବାର ଭୋର୍ ସମୟରେ ସ୍ଥାନୀୟ!-->…
ଛଟପଟର ଭିଡିଓ ରେକର୍ଡିଂ କଲେ
ଭଦ୍ରକ,(ବି.ବି.ନୁ୍ୟଜ୍): ହଜିଗଲା ମାନବିକତା । ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ଯୁବକ । ତାଙ୍କ ଛାତିଥରା!-->…
ଅନ୍ଧାରୀବୁଢ଼ୀରେ ପଡ଼ିଛି ଛୁଆ ହାତୀର ମୃତଦେହ
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ(ବିଜେପି) ବନାଞ୍ଚଳ ତରମାକାନ୍ତ ଅନ୍ଧାରୀବୁଢୀ ପାହାଡ଼ରୁ ଛୁଆ!-->…
କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ଆରମ୍ଭ
କୋଣାର୍କ,(ବି.ବି.ନୁ୍ୟଜ୍): ଅର୍କବିହାରସ୍ଥିତ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ୩୪ତମ କୋଣାର୍କ ନୃତ୍ୟ ଓ ସଂଗୀତ ଉତ୍ସବ ମନୋଜ୍ଞ ପରିବେଶରେ!-->…
କ୍ଲିନିକ୍ରେ ରୋଗୀ ମୃତୁ୍ୟରୁ ଉତ୍ତେଜନା
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବ୍ରହ୍ମାନଗରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରୋଗୀ ମୃତୁ୍ୟକୁ ନେଇ ଉତ୍ତେଜନା । ସୋମବାର ରାତିରେ!-->…
ରିକା୍ସରେ ବୋହିଲେ ଶବ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବ୍ରହ୍ମପୁର ସହରରେ ଏଭଳି ଘଟିଛି । ବଡ଼ ଡାକ୍ତରଖାନାରେ ଶବ ବୋହିବାକୁ!-->…
ହାଇୱା- ବାଇକ୍ ଧକ୍କା, ୨ ମୃତ
ରଙ୍ଗେଇଲୁଣ୍ଡା, (ବି.ବି.ନୁୃଜ୍): ଗୋଳନ୍ଥରା ଥାନା ଅନ୍ତର୍ଗତ ଚଟି ଛକ ଠାରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ!-->…
ଭିଡିଓ କନ୍ଫରେନ୍ସିଂ ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ
ଛତ୍ରପୁର, (ବି.ବି.ନୁ୍ୟଜ୍): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ସମୟରେ ଜଣେ ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ ।!-->…
ଝଟାକଟାକୁ ନେଇ ଶିକ୍ଷକଙ୍କୁ ହତ୍ୟା
ଗୋରୁମହିଷାଣୀ, (ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢେଇପାହାଡି ଗ୍ରାମ ପଂଚାୟତର ଜାମପାଣି ଗ୍ରାମରେ!-->…

