Browsing Category
ଓଡ଼ିଶା
ଠେଲାରେ ବରା, ପକୁଡି ବିକୁଛନ୍ତି ସ୍ତ୍ରୀ
ମାଲକାନଗିରି,(ବି.ବି.ନୁ୍ୟଜ୍): ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସ୍ୱାମୀ । ଚିକିତ୍ସା ପାଇଁ ଅର୍ଥ ନାହିଁ । ବାଧ୍ୟ ହୋଇ ଏକ!-->…
୮ ମାସର ଶିଶୁକୁ ଚେଙ୍କ
ଉମରକୋଟ,(ବି.ବି.ନୁ୍ୟଜ୍): ହଟୁନି ଅନ୍ଧବିଶ୍ୱାସ । ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକଙ୍କ ମନରୁ ଦୂରେଇପାରୁନି । ରୋଗ ହେଲେ!-->…
ନଦୀରୁ କଙ୍କାଳ ଉଦ୍ଧାର
ଦେଓଗାଁ,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁରେ ଜଣେ ନାବାଳକ ନିଖୋଜ ହୋଇଥିବା ବେଳେ ଗତକାଲି!-->…
ମା’କୋଳରୁ ନିଅାଁରେ ଖସିପଡ଼ିଲା ମାସକର ଶିଶୁ
କେନ୍ଦୁଝର,(ବି.ବି.ନୁ୍ୟଜ୍): କିଛ ଦିନ ହେଲା କେନ୍ଦୁଝର ଜିଲ୍ଲାରେ କୋହଲା ପାଗ ଲାଗି ରହିଥିବାବେଳେ ମଝିରେ ମଝିରେ ଝିପି ଝିପି ବର୍ଷା!-->…
କେମ୍ପସଡ଼ା ସ୍କୁଲ୍ ଛାତ୍ରାବାସ ରୋଷେୟାଙ୍କ ପତ୍ନୀ ମୃତ
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ସଦର ଥାନା କେମ୍ପସଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଘଟଣ । ବିଦ୍ୟାଳୟ ପରିସରରେ ରହିଥିବା!-->…
କୁକୁଡା ମଡ଼କ: ବେତନଟୀ ଅଞ୍ଚଳରେ ୩ଦିନରେ ମଲେଣି ୮୦ରୁ ଅଧିକ
ବେତନଟୀ,(ବି.ବି.ନୁ୍ୟଜ୍): ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏହି ଆତଙ୍କ ମୟୂରଭଂଜକୁ ଗ୍ରାସ କରିବାକୁ ବସିଲାଣି । ଜିଲ୍ଲାର!-->…
୧୨ ଗ୍ରାମ ବ୍ରାଉନସୁଗର ଜବତ, ୧ ଗିରଫ
ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ଧଳା ଜହର କବଳରେ ଯୁବ ଗୋÂୀ ।ନିଶା ଗ୍ରସ୍ତ ଯୁବକ ପାଇଁ ନିଜ ପରିବାର ଏବଂ ସମାଜର ପରିବେଶ , ଶାନ୍ତିର!-->…
କାର୍ରୁ ବେଆଇନ ଟଙ୍କା ଜବତ
ବିନିକା,(ବି.ବି.ନୁ୍ୟଜ୍): ଗତକାଲି ରାତିରେ ଏକ କାର୍ରେ ବେଆଇନ ଟଙ୍କା ଯାଉଥିବା ଖବର ପାଇଁ ବିନିକା ପୁଲିସ୍ ଗାଡିÿକୁ ଜବତ କରିଛି ।!-->…
୮୯ ଗୃହରକ୍ଷୀ ପଦବି, ଆବେଦନକାରୀ ୭ ହଜାର
କେନ୍ଦୁଝର: କେନ୍ଦୁଝର ଖଣି ଖାଦାନ ଅଞ୍ଚଳ ହୋଇଥିଲେ ମଧ୍ୟ କର୍ମସଂସ୍ଥା ନଥିବାରୁ ଦିନକୁଦିନ ବେକାରୀଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି!-->…
ଟ୍ରକ୍ ଧକ୍କାରେ ଯାତ୍ରୀବାହୀ ବସ୍ ଓଲଟିଲା
ବୁର୍ଲା,(ବି.ବି.ନୁ୍ୟଜ୍): ବୁର୍ଲା ଓଭରବ୍ରିଜ୍ ନିକଟରେ ଆଜି ଭୋର ପ୍ରାୟ ସାଢେ଼ ୫ଟାରେ ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ଓଲଟି!-->…

