Browsing Category
ଓଡ଼ିଶା
ଖାଲରେ ଗଳିପଡିÿଲା ମାଈ ହାତୀ
ଶେରଗଡ଼, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅଲାରିଗଡ଼ ପଞ୍ଚାୟତରେ ମଧ୍ୟବୟସ୍କ ଏକ ମାଈ ହାତୀ ଶନିବାର ରାତିରେ ଏକ!-->…
ଚିଲିକାରେ ଡଙ୍ଗା ବୁଡ଼ିଲା: ୭ ଗୁରୁତର
ଚିଲିକା, (ବି.ବି.ନୁ୍ୟଜ୍): ଚିଲିକାରେ ପୁଣି ଡଙ୍ଗାବୁଡ଼ି । ରବିବାର ମା' କାଳିଜାଈ ଦର୍ଶନ ଓ ବଣଭୋଜି ନିମନ୍ତେ ଯାଇଥିବା ସ୍ଥାନୀୟ!-->…
ଦିନ ମଜୁରିଆଙ୍କୁ ଆୟକର ନୋଟିସ
ଉମରକୋଟ,(ବି.ବି.ନୁ୍ୟଜ୍): ଉମରକୋଟ ଥାନା ପୂଜାରୀଭରଣ୍ଡି ଗାଁର ଜଣେ ଦିନମଜୁରିଆଙ୍କୁ ଆୟକର ବିଭାଗର ନୋଟିସ୍ ଆସିଛି । ଦିନମଜୁରିଆ ଭାବେ!-->…
କୀଟନାଶକ ପିଇଲେ ପ୍ରେମୀଯୁଗଳ
ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଗୋଟିଏ ଜାତିର ହୋଇଥିଲେ ମଧ୍ୟ ମିଳିଲାନି ସାମାଜିକ ସ୍ୱୀକୃତି । ତେଣୁ ଦୁହେଁ ଆତ୍ମହତ୍ୟା କରିବାକୁ!-->…
ଭୋଜି ଖାଇ ଝାଡ଼ାବାନ୍ତିରେ ୫୧ ଆକ୍ରାନ୍ତ
ବୈପାରିଗୁଡା,(ବି.ବି.ନୁ୍ୟଜ୍): ବାହାଘର ବାସି ଭୋଜି ଖାଇବା ମହଙ୍ଗା ପଡିଲା । ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ୫୧ ଜଣ ଲୋକ । କୋରାପୁଟ!-->…
ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ପତ୍ନୀଙ୍କ ଅକାଳ ବିୟୋଗ
ଚାନ୍ଦବାଲି,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ବିଧାୟକ ତଥା ଛାତ୍ର ବିଜେଡିର ପୂର୍ବତନ ରାଜ୍ୟ ସଭାପତି!-->…
ଟ୍ରେନରେ କଟି ୨ ଶ୍ରମିକ ମୃତ
ଜଳେଶ୍ୱର,(ବି.ବି.ନୁ୍ୟଜ୍): ଜଳେଶ୍ୱର ଷ୍ଟେସନ ନିକଟରେ ଟ୍ରେନରେ କଟି ୨ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତ ଶ୍ରମିକଦ୍ୱୟ ହେଲେ!-->…
ନିଅାଁରୁ ବର୍ତ୍ତିବାକୁ ପାଣିକୁ ଡେଇଁ ବୃଦ୍ଧ ମୃତ
ତରବୋଡ଼,(ବି.ବି.ନୁ୍ୟଜ୍): ମୃତୁ୍ୟ ଗୋଡେ଼ଇଲେ ଜୀବନ ବଞ୍ଚାଇବା ସା%ାରଣତଃ ଅସମ୍ଭବ ହୋଇପଡେ଼ । ଏହି ଉକ୍ତିଟି ଆଜି ସତ ପ୍ରମାଣିତ ହୋଇଛି!-->…
ଦୁଇ ଟ୍ରକ୍ ମୁହାଁମୁହିଁ, ୨ ଡ୍ରାଇଭର ମୃତ
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଉପକଣ୍ଡ ଜାତୀୟ ରାଜପଥ ୨୦ ନଂ ଗୋପାଳପୁର ବ୍ଲକ ସ୍ପଟ୍ରେ ପରିଣତ ହୋଇଛି । ତ୍ରୃଟିପୂର୍ଣ୍ଣ!-->…
ଅଧୁରା ରହିଲା ପଞ୍ଚଲିଙ୍ଗେଶ୍ୱର ଦର୍ଶନ :ଚଢ଼ିଗଲା ଟ୍ରକ୍,୨ ମୃତ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସୋର ନିକଟ ଛପୋଲିଆର ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା!-->…

