Browsing Category
ଓଡ଼ିଶା
ଟାଭେରାକୁ ପିଟିଲା ହାଇୱା: ୩ ମୃତ
ବାଲିଅନ୍ତା,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ମାଟିଆପଡ଼ା ଅଞ୍ଚଳର ଦୁଇଟି ପରିବାରର ମୋଟ୍ ୧୨ ଜଣ ସଦସ୍ୟ କେଉଁଝର ଘଟଗାଁ ମା’ ତାରିଣୀ!-->…
ଏଣିକି ସବୁ ସହରାଞ୍ଚଳରେ ଅନ୍ଲାଇନ୍ରେ ସମ୍ପତ୍ତି ଟିକସ ପୈଠ
ଏଣିକି ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୃହ (ହୋଲ୍ଡିଂ) ଟିକସ ପୈଠ ପାଇଁ ଆଉ ମୁ୍ୟନିସିପାଲିଟି କିମ୍ବା ଏନ୍ଏସି ଅଫିସରେ ଦୀର୍ଘ ସମୟ!-->…
କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା: ୨୦ ବଙ୍ଗୀୟ ପର୍ଯ୍ୟଟକ ଆହତ
ବାଲେଶ୍ୱର,(ବି.ବି.ନୁ୍ୟଜ୍): କୁହୁଡ଼ିର ଘନତା ମଧ୍ୟରେ ଶନିବାର ଭୋର୍ ବେଳେ ପୃଥକ୍ ଭାବେ ଦୁଇଟି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ!-->…
୧୮ ଦିନ ପରେ ମାଟି ତଳୁ ଗଳିତ ଶବ ଉଦ୍ଧାର
ସମ୍ବଲପୁର,(ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ଆରତୀ ଦେବୀ ନିଖୋଜ ଘଟଣାର ପର୍ଦ୍ଧାଫାଶ କରିଛି ପୁଲିସ । ନିଖୋଜ ନୁହେଁ, ବରଂ ତାଙ୍କୁ ହତ୍ୟା!-->…
ବାର୍ହା ଉପଦ୍ରବ, ନଷ୍ଟ କଲେ ୪୫ ବସ୍ତା ଧାନ
ବେଗୁନିଆପଡ଼ା, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଈ ପଞ୍ଚାୟତ ଦେଉଳିଆପଡ଼ା ଗ୍ରାମରେ ବାର୍ହା ପଶି ଅମଳ ଧାନ!-->…
ଶିଶୁ କନ୍ୟା ମୃତ, ପରିବାରର ୩ ଅସୁସ୍ଥ
ଭଞ୍ଜନଗର, (ବି.ବି.ନୁ୍ୟଜ୍): ଖାଦ୍ୟ ହେଲା ବିଷାକ୍ତ । ଗୋଟିଏ ପରିବାର ଜଣେ ଶିଶୁ କନ୍ୟାଙ୍କ ମୃତୁ୍ୟ ହୋଇଛି । ପରିବାରର ଅନ୍ୟ ତିନି ଜଣ!-->…
ନାବାଳିକାକୁ ବଳାକ୍ରାର ଅଭିଯାଗ
କେନ୍ଦୁଝର,(ବି.ବି.ନୁ୍ୟଜ୍): ସାଙ୍ଗର ଭାଇ ଠାରୁ ମୋବାଇଲ ନମ୍ବର ପାଇ ପ୍ରଥମେ ନାବାଳିକାକୁ ଫୋନ୍ରେ ଯୋଗାଯୋଗ ଏବଂ ପ୍ରେମ ନିବେଦନ । ପରେ!-->…
ଟ୍ରକ୍କୁ ଧକ୍କା ମାରିଲା ଟ୍ରକ୍, ଜଣେ ମୃତ
କେନ୍ଦୁଝର,(ବି.ବି.ନୁ୍ୟଜ୍): ମୃତୁ୍ୟ ଏମିତି ଆସେ । ଯାନ୍ତ୍ରିକ ତ୍ରୃଟିଥିବା ଟ୍ରକ୍କୁ ଡ୍ରାଇଭର ମରାମତି କରୁଥିବା ସମୟରେ ପଛପଟୁ ଏକ!-->…
କରଞ୍ଜିଆ ଉପକାରାଗାରରେ ବାହାଘର
ବାରିପଦା ,(ବି.ବି.ନୁ୍ୟଜ୍): ଜେଲ ଭିତରେ ଅଭିନବ ଢଙ୍ଗରେ ବାହାଘର । ନଥିଲା ବାଣ, ରୋଷଣୀ କି ଢୋଲ, ନାଗରା । ମନ୍ତ୍ରଚାରଣ ପାଇଁ ବେଦଜ୍ଞ!-->…
ଜୀବନ ନେଲା ଅନ୍ଲାଇନ୍ ଠକେଇ, ପାରିବାରିକ ସମସ୍ୟା
ଜୀବନ ଲାଞ୍ଜିଗଡ଼,(ବି.ବି.ନୁ୍ୟଜ୍): ଦୁଇଟି ପୃଥକ୍ ଘଟଣାରେ ରେଳ ଧାରଣରୁ ଦୁଇ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ଘଟଣା କଳାହାଣ୍ଡି!-->…

