Browsing Category
ଓଡ଼ିଶା
ଗଛରେ ଚଢ଼ି ସଜନା ଶାଗ ତୋଳୁଥିଲେ:ବିଦୁତ୍ ଆଘାତରେ ଜୀବନ ଗଲା
ତେଲକୋଇ,(ବି.ବି.ନୁ୍ୟଜ): ଗଛରେ ଚଢ଼ି ସଜନା ଶାଗ ତୋଳୁଥିଲେ । ଏତିକିବେଳେ ବିଦୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଜୁଆଙ୍ଗ ଯୁବକଙ୍କ ମୃତୁ୍ୟ!-->…
ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼!
ପଟ୍ଟାମୁଣ୍ଡାଇ, (ବି.ବି.ନୁ୍ୟଜ): ବେଆଇନ ଇଟାଭାଟି ନିଆଁ ଲିଭାଇବା ପ୍ରସଙ୍ଗକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ!-->…
‘ମାମୁ’ ଡାକିବାରୁ ନାବାଳକଙ୍କୁ ପୁଲିସର ଚାପୁଡ଼ା
ନିଶ୍ଚିନ୍ତକୋଇଲି,(ବି.ବି.ନୁ୍ୟଜ): ନାବାଳକ ଜଣକ ପାଠ ପଢ଼ି ସ୍କୁଲ୍ରୁ ଘରକୁ ଫେରୁଥିଲେ । ରାସ୍ତାରେ ଯାଉଥିବା ବେଳେ ସେହି ବାଟ ଦେଇ!-->…
ଯାତ୍ରୀବାହୀ ବସ-ଗ୍ୟାସ ବୋଝେଇ ଟ୍ରକ ମୁହାଁମୁହିଁ: ଟ୍ର୍ରକ…
ଦଶପଲ୍ଲା,(ବି.ବି.ନୁ୍ୟଜ): ଆଜି ମଧ୍ୟାହ୍ନ ୧୨ଟା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ!-->…
ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ :ଡିଫ୍ରିଜରରେ ପ୍ରଥମ ଶବ
ପୁରୀ,(ବି.ବି.ବୁ୍ୟରୋ): ସୌନ୍ଦର୍ଯୀକରଣ ପରେ ସ୍ୱର୍ଗଦ୍ୱାର ଶ୍ମଶାନ ଘାଟରେ ହିତାଧିକାରୀଙ୍କ ପାଇଁ ବିବିଧ ସେବା ଆରମ୍ଭ ହୋଇଛି ।!-->…
ଆରଏମସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ
ସୁନ୍ଦରଗଡ଼,(ବି.ବି.ବୁ୍ୟରୋ): ନିୟନ୍ତ୍ରିତ ବଜାର କମିଟି (ଆରଏମ୍ସି) ସର୍ଗିପାଲିର ସମ୍ପାଦକ ତଥା ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘରେ!-->…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଛାତ୍ରୀ ଦିବ୍ୟା
ପାଣିକୋଇଲି,(ବି.ବି.ନୁ୍ୟଜ): ପାଣିକୋଇଲିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ଦିବ୍ୟା ଦାଶ ପ୍ରଧାନମନ୍ତ୍ରୀଙ୍କ!-->…
ଡିଜିପି ଡିସ୍କ ସମ୍ମାନ ପାଇବା ପୂର୍ବରୁ ହୃଦଘାତରେ ଫାଣ୍ଡି…
ଗୁଣପୁର,(ବି.ବି.ନୁ୍ୟଜ): ଆଉ ମାତ୍ର କେଇ ଘଣ୍ଟା ପରେ ସେ ରାଜ୍ୟସ୍ତରୀୟ ପୁଲିସ୍ ପ୍ରତିÂା ଉତ୍ସବରେ ପାଇଥାନ୍ତେ ସର୍ବଶ୍ରେÂ ଡିଜିପି!-->…
ପୁଣି ବନ୍ଧାହେଲା ଜେଲ୍ ଫେରନ୍ତା
ପୁରୀ,(ବି.ବି.ବୁ୍ୟରୋ): ଜାମିନ୍ରେ ଆସି ଆତଙ୍କ ସୃଷ୍ଟି କରୁଥିବା ଦୁର୍ଦ୍ଧାନ୍ତ ଶଶୀକୁ ପୁଣି ବାନ୍ଧିଲା ପୁଲିସ । ଜେଲ୍ରୁ ଫେରି ଦାଦାବଟି!-->…
ଟିକାବାଲିରେ ପିଇବା ପାଣି ଅଭାବ:ବ୍ରହ୍ମପୁର-ଫୁଲବାଣୀ ରାସ୍ତା…
ଟିକାବାଲି, (ବି.ବି.ନୁ୍ୟଜ): ଟିକାବାଲି ସହର ତଥା ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି ।!-->…

