Browsing Category
ଓଡ଼ିଶା
ପରିବାରକୁ ନିଆଁ, ପାଣି ବାସନ୍ଦ କଲେ ଗାଁ ଲୋକ
କେନ୍ଦୁଝର, (ବି.ବି.ନୁ୍ୟଜ୍): ୧୦ ମାସ ତଳେ ନିଜ ଦାଦା ପୁଅ ଭାଇ ଦ୍ୱାରା ବଳାକ୍ରାରର ଶିକାର ହାଇଥିଲେ । ଅଭିଯୁକ୍ତ ଦାଦା ପୁଅ ଭାଇ!-->…
ଜେଲ୍ରେ ଥିବା ଡିଇଓ ନିଲମ୍ବିତ
କୋରାପୁଟ,(ବି.ବି.ନୁ୍ୟଜ୍): ବିଜ୍ଞାନ ଶିକ୍ଷକ ଚିତ୍ତରଂଜନ ପଣ୍ଡା ଆତ୍ମହତ୍ୟା ମାମଲାରେ ସର୍କଲ ଜେଲ୍ରେ ଥିବା ଜିଲ୍ଲା ଶିକ୍ଷାଧିକାରୀ!-->…
ପଲିଥିନ୍ ଢଙ୍କା ଖପର ତଳେ ଦୟନୀୟ ଜୀବନ
ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ବଖୁରିଏ ମାଟି ଘର । ଉପରେ ପଡ଼ିଛି କେଇଖଣ୍ଡ ଖପର । ତାହା ବି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ପଲିଥିନ୍!-->…
ସୁନପୁର ନାବାଳିକା ଗଣବଳାକ୍ରାର :୨ ଗିରଫ, ୨ ଅଟକ
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ସୁନପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳିକାକୁ ବଳାକ୍ରାର ମାମଲାରେ ପୁଲିସ ୨ ଜଣଙ୍କୁ!-->…
ଗଞ୍ଜାମରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ୍
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକସନ୍ । କେବଳ ସରକାରୀ ନୁହେଁ, ଘରୋଇ ନର୍ସିିଂହୋମ୍!-->…
୫୧ ଗ୍ରାମ ବ୍ରାଉନସୁଗର, ୨ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ,…
ବସ୍ତା,(ବି.ବି.ନୁ୍ୟଜ୍): ବସ୍ତା ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗର ବ୍ୟବସାୟ ବଢି ଚାଲିଛି । ଏହି ବେପାରକୁ ରୋକିବା ଲାଗି!-->…
ବିଦୁ୍ୟତ୍ ଫାଶରେ ଦନ୍ତାର ପ୍ରାଣଗଲା
ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବନାଞ୍ଚଳ ଅନ୍ତର୍ଗତ ସାତମାଇଲି ନିକଟସ୍ଥ ଗୁରିଲୋ କାଜୁ ପଡ଼ିଆରେ ଏକ!-->…
ତାଳଚେରରେ ପୁଣି ଦବିଲା ମାଟି
ତାଳଚେର,(ବି.ବି.ନୁ୍ୟଜ୍): ତାଳଚେର ଅଞ୍ଚଳରେ ବୁଧବାର ପୁଣି ମାଟି ଦବିଛି । ଦେଉଳବେଡ଼ା ତେଲିସାହି ନିକଟସ୍ଥ ଚାଷଜମିରେ ୨୦ ଫୁଟ୍ ପରିଧିରେ!-->…
ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ
ବାରିପଦା,(ବି.ବି.ନୁ୍ୟଜ୍): ରାତି ପାହିଲେ ମୟୂରଭଞ୍ଜର ଗଣପର୍ବ ମକର । ମକର ଧୁମ୍ରେ ପୁରପଲ୍ଲୀ ଗାଁଗଣ୍ଡା ଉତ୍ସବ ମୁଖର ହୋଇଉଠିଛି ।!-->…
ନିଅାଁରେ ପୋଡ଼ି ଗୁରୁତର ସ୍ତ୍ରୀକୁ ଗୋବର ଲିପିଦେଲା ସ୍ୱାମୀ
ବାଂଶପାଳ,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବେଣ୍ଡିହି ଗ୍ରାମରେ ଆଜି ଏକ ଅଜବ ଘଟଣା ଘଟିଛି । ଜଣେ ବିବାହିତ ଯୁବତୀ!-->…

