Browsing Category
ଓଡ଼ିଶା
ହୁ୍ୟମ ପାଇପରୁ ୬ ଅଜଗର ଉଦ୍ଧାର
ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳର ସଦର ବ୍ଲକ୍ ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମର ବଡବନ୍ଧ ପୋଖରୀରେ ଥିବା ଏକ ହୋମ୍ ପାଇପ୍ ମଧ୍ୟରୁ!-->…
ଜଳିଗଲା ୪୦ ଏକର ଆଖୁ କିଆରୀ
କାମାକ୍ଷାନଗର,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ହାଟୁଆରୀ ଗାଁ ନିକଟସ୍ଥ ଆଖୁ କିଆରୀରେ ନିଆଁ ଲାଗି ବ୍ୟାପକ!-->…
ନାବାଳିକାଙ୍କୁ ଗଣବଳାକ୍ରାର!
ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ୍): ବଳାକ୍ରାରକୁ ନେଇ ସାରା ଦେଶରେ ତାତି ଥମିନଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଜଣେ!-->…
ପୁଣି ଧାନ, ପନିପରିବା କିଆରୀ ନଷ୍ଟ କଲେ
ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ୍): ସପ୍ତାହେ ହେଲା ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକ୍ରେ ହାତୀ ଉପଦ୍ରବ ଲାଗି ରହିଛି । ସନ୍ଧ୍ୟା ବେଳେ ଗାଁ!-->…
ମହେନ୍ଦ୍ରତନୟାରେ ଲୀନ ହେଲା ମହାରାଜାଙ୍କ ଚିତାଭସ୍ମ
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଶୁକ୍ରବାର ଭୋର ସମୟରେ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ ହୋଇଥିଲା । ହିନ୍ଦୁଶାସ୍ତ୍ର!-->…
ପର୍ଯ୍ୟଟକଙ୍କ ଭିଡ଼, ଜାଡ଼ରେ ଅଞ୍ଚଳ
ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ୍): ଚଳିତ ଶୀତଋତୁରେ ଦାରିଙ୍ଗବାଡ଼ି ଅଞ୍ଚଳରେ ୫ମ ଥର ପାଇଁ ରବିବାର ତୁଷାରପାତ ହୋଇଛି । କିଛିଦିନ ହେଲା!-->…
ଇକୋ ପାର୍କ ଶିଳାନ୍ୟାସ, ୨.୫୮ କୋଟି ମଞ୍ଜୁର
ବୁଗୁଡ଼ା, (ବି.ବି.ନୁ୍ୟଜ୍): ବୁଦ୍ଧଖୋଲ ପାଦଦେଶରେ ବୁଦ୍ଧଖୋଲ ମହୋତ୍ସବ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ ତଥା!-->…
ପିକ୍ନିକ୍ ସାରି ଫେରୁଥିବା ବୋଲେରୋ-ଟ୍ରାକ୍ଟର ଧକ୍କା, ୮ ଆହତ
ଛତ୍ରପୁର, (ବି.ବି.ନୁ୍ୟଜ୍): ରମ୍ଭା ଥାନା ଖଣ୍ଡଦେଉଳି ଛକରେ ବୋଲେରୋ ସହ ଏକ ଇଟା ବୋଝେଇ ଟ୍ରାକ୍ଟରକୁ ଧକ୍କା । ଏହି ଦୁର୍ଘଟଣାରେ ୮ ଜଣ!-->…
୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଜୟପୁର/ନନ୍ଦପୁର/ଉମରକୋଟ/ରାୟଗଡ଼ା,(ବି.ବି.ନୁ୍ୟଜ୍): ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୯.୩୬ କୁଇଣ୍ଟାଲ ଗଞ୍ଜେଇ ଜବତ!-->…
୯ ଡିଗ୍ରୀ ତଳେ କୋରାପୁଟ ସହର
କୋରାପୁ.(ବି.ବି.ନୁ୍ୟଜ୍):କୋରାପୁଟରେ ଜାଡ଼ କଡ଼ ଲେଉଟାଇଛି । ଆଜି ପାରଦ ୯ ଡିଗ୍ରୀ ତଳକୁ ଖସିଥିବା ବେଳେ ପ୍ରବଳ ଶୀତ ବଢ଼ିଛି ।!-->…

