Browsing Category
ଓଡ଼ିଶା
ଦୀଘା ମୁହାଣରେ ଓଲଟିଲା ମାଛଧରା ଟ୍ରଲର
ଭୋଗରାଇ,(ବି.ବି.ନୁ୍ୟଜ୍): ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘା ମୁହାଣରେ ଶୁକ୍ରବାର ଏକ ଅଘଟଣ ଘଟିଛି । ସମୁଦ୍ରରୁ!-->…
ଶ୍ରୀ ଜଗନ୍ନାଥ ରସ ମହୋତ୍ସବ ଉଦ୍ଘାଟିତ
ପୁରୀ, (ବି.ବି.ବୁ୍ୟରୋ): ପୁରୀରେ ଯେଉଁ ସବୁ ଗୋଶାଳା ଅଛି ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ମିଳିବ । ଭିନ୍ନକ୍ଷମ,!-->…
୧୦୮ ଆମ୍ବୁଲାନ୍ସ ସେବାରେ ୩ ଶହ କୋଟିର ଘୋଟାଲା!
କଟକ,(ବି.ବି.ବୁ୍ୟରୋ): ୧୦୮ ଆମ୍ବୁଲାନ୍ସ ସେବା ନାଁରେ ରାଜ୍ୟରେ ୩୦୦ କୋଟି ଟଙ୍କାର ଘୋଟାଲା ହୋଇଛି । ଏଥିରେ କେନ୍ଦ୍ର, ରାଜ୍ୟ ସରକାରଙ୍କ!-->…
ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବିଲି ସମାରୋହ ଉଦ୍ଘାଟିତ
ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବିଶ୍ୱବିଦ୍ୟାଳୟ ସହିତ ବିଶ୍ୱବ୍ରହ୍ମାଣ୍ଡର ସଂଯୋଗ ରହିଛି । ସାଧାରଣ ଚକ୍ଷୁରେ କେବଳ ଶିକ୍ଷାନୁÂାନଟିଏ ଭଳି!-->…
ପ୍ରଦୀପଙ୍କ ସମେତ ୨୦ ଜଣଙ୍କ ନାଁରେ ମାମଲା
ନବରଙ୍ଗପୁର, (ବି.ବି.ନୁ୍ୟଜ୍): କୋଷାଗୁମଡା ଗୁମଣ୍ଡଲି ନାବାଳିକା ଗଣବଳକ୍ରାର ଓ ହତ୍ୟା ଘଟଣାରେ କଂଗ୍ରେସର ଜିଲ୍ଲା ବନ୍ଦ ବେଳେ!-->…
ଛୁଆ ହାତୀର ମୃତଦେହ ଉଦ୍ଧାର
ଦେବଗଡ଼: ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜର ବରଡାନାଳି ଗାଁରୁ ଆଜି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ଆନୁମାନିକ ବୟସ ୩!-->…
ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
କେନ୍ଦ୍ରପଡ଼ା: ନିଖୋଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁଆଁରପାଳ ଗ୍ରାମ ନିକଟ ଲୁଣା ନଦୀରୁ!-->…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସ୍ମିଟ୍:ସିଏଏ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସିଏଏ ସପକ୍ଷରେ ସଚେତନତା ସୃଷ୍ଟି କରିବ ବିଜେପି । ପ୍ରତି ପଞ୍ଚାୟତରେ ଲୋକଙ୍କୁ ଭେଟି ନାଗରିକତା ଆଇନ କଣ!-->…
ସାରା ଭାରତ ଦେଖିବ ଉକ୍ରଳୀୟ କଳା ଓ ସଂସ୍କୃତି, ଟ୍ରେନ୍କୁ କରାଗଲା…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାରା ଭାତର ଦେଖିବ ଉକ୍ରଳୀୟ କଳା ଓ ସଂସ୍କୃତି । ଟ୍ରେନକୁ କରାଗଲା ବ୍ରାଣ୍ଡିଂ । ଭୁବନେଶ୍ୱର-ନୂଆଦିଲ୍ଲୀ!-->…
ଅପରାଜୟ ଶାସନରେ ନବୀନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦୧୯ କହୁଛି ନବୀନଙ୍କ ସଫଳତାର କାହାଣୀ । ‘ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛୁ, ତାକୁ କାର୍ଯ୍ୟକାରୀ!-->…

