Browsing Category
ଓଡ଼ିଶା
ସୂର୍ଯ୍ୟମନ୍ଦିର ଦେଖି ନପାରି ଫେରିଲେ ପର୍ଯ୍ୟଟକ
କୋଣାର୍କ,(ବି.ବି.ନୁ୍ୟଜ୍): ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ପୁଣି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ଅବ୍ୟବସ୍ଥା ଦେଖାଦେଇଛି । ଟୋକନ୍!-->…
ଶୁକ୍ରବାରରୁ ନିଖୋଜ ଥିଲେ, ଜଙ୍ଗଲରୁ ମୃତହେଦ ଉଦ୍ଧାର
ପାଇକମାଲ, (ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ପାଇକମାଲ ଥାନାଞ୍ଚଳର ଜଣେ ଆଦିବାସୀ ଯୁବତୀ (୨୩ ବର୍ଷ)ଙ୍କୁ ବଳାକ୍ରାର ପରେ ହତ୍ୟା!-->…
ନାଇଟ୍ କୋଚ୍ ଧକ୍କାରେ ବୋଲେରୋ ଚୂରମାର୍
ଅନୁଗୁଳ, (ବି.ବି.ନୁ୍ୟଜ୍): ବଡ଼ଦିନ ପୂର୍ବରୁ ବଡ଼ ଦୁର୍ଘଟଣା । ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା କତଡ଼ା ନିକଟରେ ସୋମବାର!-->…
ଦାବି ପୂରଣ ନ ହେଲେ ୧୦ରୁ ଧାରଣା
ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ୍): ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ପ୍ରାୟ ୨ ଶହରୁ ଊଦ୍ଧ୍ୱର୍ ମାଇକ୍ରୋ!-->…
୨ ବାଇକ୍ ଧକ୍କା, ଶିକ୍ଷକ ମୃତ
ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ମହାବିଦ୍ୟାଳୟ ନିକଟସ୍ଥ ରାଜରାସ୍ତାରେ ମଙ୍ଗଳବାର!-->…
ଗଞ୍ଜାମର କଳା ଓ ସଂସ୍କୃତି ଓଡ଼ିଶାକୁ ସମୃଦ୍ଧ କରିଛି:…
ବ୍ରହ୍ମପୁର,୨୪ା୧୨(ବୁ୍ୟରୋ): ଗଞ୍ଜାମ ହେଉଛି କଳା ଓ ସଂସ୍କୃତିର ଭୂମି । ଏହି ଅଞ୍ଚଳର ଲୋକକଳା, ଲୋକସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ବହୁ!-->…
୨୬ରେ ମହିପୁର ରେଳ ଲାଇନକୁ ଲୋକାର୍ପିତ କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨୬ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ରୋଡ଼୍-ବଲାଙ୍ଗୀର!-->…
ସୋସିଆଲ୍ ଅଡିଟ୍ ପାଇଁ ନିଦେ୍ର୍ଧଶ
କଟକ,(ବି.ବି.ବୁ୍ୟରୋ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ଓ ଏହାର ସୁଫଳ ଲୋକଙ୍କ ନିକଟରେ କେତେ ମାତ୍ରାରେ!-->…
ଜେଏସ୍ଡବ୍ଲୁ କାର୍ଯ୍ୟାଳୟରେ ଭଙ୍ଗାରୁଜା
ଜଗତସିଂହପୁର,(ବି.ବି.ବୁ୍ୟରୋ): ଚାକିରି ନ ମିଳିିବା ପ୍ରତିବାଦରେ ସୋବୁ (ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ ଅଫ୍ ବିଜୁ ପ;ନାୟକ ୟୁନିଭର୍ସିଟି)!-->…
ଫେବ୍ରୁଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା
କଟକ,(ବି.ବି.ବୁ୍ୟରୋ): ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା-୨୦୨୦ । ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ସରିବ!-->…

