Browsing Category
ଓଡ଼ିଶା
ସ୍ୱଦେଶୀ ଟେକ୍ନୋଲୋଜି ରପ୍ତାନିକୁ ଗୁରୁତ୍ୱ ଦିଅ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତରେ ନୂଆ ଟେକ୍ନୋଲୋଜି ବିକଶିତ କର । ଏହି ସ୍ୱଦେଶୀ ଟେକ୍ନୋଲୋଜିକୁ ବିଦେଶକୁ ରପ୍ତାନି କର । କେନ୍ଦ୍ର!-->…
ମାଆଝିଅ ଜୀବନ୍ତ ଦଗ୍ଧ
ସୁନ୍ଦରଗଡ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଅଞ୍ଚଳରେ ଘଟି ଯାଇଛି ଏକ ଅଘଟଣ । ଏକ ଘରେ ହଠାତ ନିଅାଁ ଲାଗିଯିବାରୁ ଭିତରେ!-->…
ଆତ୍ମଗ୍ଲାନିରେ ଜୀବନ ହାରିଲା ପୁଅ
ନୂଆପଡ଼ା,(ବି.ବି.ନୁ୍ୟଜ୍): ପୁଅକୁ ଆକଟ କରିବାକୁ ଯାଇ ଗଲା ବାପାର ଜୀବନ । ବାପାଙ୍କ ହତ୍ୟା କଳଙ୍କ ଲାଗିଲା ଖୋଦ୍ ପୁଅ ଉପରେ । ଏହାପରେ!-->…
ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ…
ବେତନଟୀ,(ବି.ବି.ନୁ୍ୟଜ୍): ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପ ରାଜ୍ୟପାଳ ଗିରିଶଚନ୍ଦ୍ର ମୁର୍ମୁ ଆଜି ମୟୂରଭଂଜ ଗସ୍ତରେ!-->…
ଜୀଅନ୍ତା ଜଳିଗଲେ ଧୁଇ ଶିଶୁ
ନବରଙ୍ଗପୁର (ବି.ବି.ନୁ୍ୟଜ୍): ଆଜି ଅପରାହ୍ନରେ ମକା କୁଡିଆରେ ନିଅାଁ ଲାଗି ୨ ଶିଶୁ ଜୀଅନ୍ତା ଜଳିଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା!-->…
ଗାଁ ଧାଣ୍ଡରେ ପିଟିପିଟି ମାରିଧେଲେ
ମାଲକାନଗିରି(ବି.ବି.ନୁ୍ୟଜ୍): ଗୁଣିଆ ସନେ୍ଦହରେ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକେ ସର୍ବ ସମ୍ମୁଖରେ ପିଟିପିଟି ହତ୍ୟା କରିଛନ୍ତି ।!-->…
ଶିକ୍ଷୟିତ୍ରୀ ନିଲମ୍ବିତ
ଧାମନଗର,(ବି.ବି.ନୁ୍ୟଜ୍): ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେବା ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା!-->…
ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଡାକ୍ତରଖାନା ନେଲେ
ଭଞ୍ଜନଗର(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମାନବିକତାର ପରିଚୟ ଦେଖାଇଛନ୍ତି । ଆଜି ତାଙ୍କର ଏହି ମାନବିକତାକୁ!-->…
ଛାତରୁ ପଡି ଯୁବକ ମୃତ
ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): ଛାତରୁ ପଡ଼ି ଜଣେ ଯୁବକଙ୍କ ଆଜି ମୃତୁ୍ୟ ହୋଇଛି । ମୃତକ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ନୀଳକନ୍ଦର!-->…
‘ବିଜେଡି ଠିକ୍ ବୁଝିଲେ ସମର୍ଥନ କରିବ’
ବ୍ରହ୍ମପୁର, (ବି.ବି.ବୁ୍ୟରୋ): ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ସୂଚୀ (ଏନ୍ଆର୍ସି)କୁ ଯୋଡ଼ି ଦ୍ୱନ୍ଦ୍ୱ ସୃଷ୍ଟି!-->…

