Browsing Category
ଓଡ଼ିଶା
ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲାକ
ବରପାଲି,(ବି.ବି.ନୁ୍ୟଜ): ବରଗଡ଼ ଜିଲ୍ଲା ବରପାଲିର ଟାଣୁଆ କଂଗ୍ରେସ ନେତା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରିପୁନାଥ ସେଠଙ୍କ ଆଜି ୬୪!-->…
ଏମଆର-ସାମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ
ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ରବିବାର ମିଡିୟମ ରେଞ୍ଜ ସର୍ଫେସ୍ ଟୁ ଏୟାର!-->…
୩୦୪ କେଜି ଗଞ୍ଜେଇ ଜବତ, ୨ ଗିରଫ
ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ): ଜାତୀୟ ରାଜପଥ-୧୬ରେ ପୁଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ସୁରଳ ଜଙ୍କସନ୍ ନିକଟରୁ ୩୦୪ କେଜି ଗଞ୍ଜେଇ!-->…
ଅଲିଭ ରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ
ଗଞ୍ଜାମ,(ବି.ବି.ନୁ୍ୟଜ): ୠଷିକୂଲ୍ୟା ମୁହାଣରେ ଅଲିଭ ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ପାଗ ଅନୁକୂଳ ଓ ଦକ୍ଷିଣା ପବନ!-->…
ବନ୍ଧୁକ ଗୁଳି ଫୁଟି ମୃତୁ୍ୟ ଘଟଣା:ତଦନ୍ତ ଦାବି କଲେ ପୁଲିସ…
ଭଞ୍ଜନଗର,(ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲାରେ ନିଜ ବନ୍ଧୁକରୁ ଗୁଳିଫୁଟି ମୃତୁ୍ୟ ଘଟିଥିବା ଆଇଆଇସି ଦେବ ଗମାଙ୍ଗଙ୍କ ମୃତୁ୍ୟକୁ ନେଇ!-->…
ପୌରାଧ୍ୟକ୍ଷ ଆସନ:୧୫ ବର୍ଷ ପରେ ଦଖଲ କଲା କଂଗ୍ରେସ
ଜୟପୁର,(ବି.ବି.ବୁ୍ୟରୋ): ଏଥର ମାଟି କାମୁଡିଛି ବିଜେଡି । ଦୀର୍ଘ ୧୫ ବର୍ଷ ପରେ ହାତରୁ ଖସିଛି ଜୟପୁର ପୌରପାଳିକା । ଗତ ଦୁଇଟି ଯାକ!-->…
ବିଜୟ ଉତ୍ସବ ବେଳେ ଗୁଳି ଫୁଟାଇ କାଉନସିଲର ଗିରଫ
ସୋନପୁର,(ବି.ବି.ନୁ୍ୟଜ): ସୋନପୁର ପୌରପରିଷଦ ନିର୍ବାଚନ ଫଳାଫଳ ଘୋଷାଣା ପରେ ଜଣେ ବିଜୟୀ କାଉନସିଲର ବିଜୟଉତ୍ସବ ପାଳନ ବେଳେ ବନ୍ଧୁକରୁ!-->…
ସୁବାସ ସିଂହ କଟକ ମେୟର
କଟକ,(ବି.ବି.ବୁ୍ୟରୋ): କଟକ ମହାନଗର ନିଗମ (ସିଏମ୍ସି)ର ‘ପ୍ରଥମ ନାଗରିକ’ ବା ମେୟର୍ ଭାବେ ଆଜି ନିର୍ବାଚିତ ହୋଇଛନ୍ତି ସୁବାସ ସିଂହ ।ଏବେ!-->…
ସଂଘମିତ୍ରା ବ୍ରହ୍ମପୁର ମେୟର
ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବ୍ରହ୍ମପୁର ମହାନଗର ନିଗମ ଦଖଲକୁ ନେଇଛି ବିଜୁ ଜନତା ଦଳ । ବିଜେଡି ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ!-->…
ବିଜେବି କଲେଜ ପରିସରରେ ତୁମୁଳକାଣ୍ଡ:ପୁଲିସ-ଜନତା ଧସ୍ତାଧସ୍ତି, ୫…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶନିବାର ଭୋଟ ଗଣତି । ସବୁ ପ୍ରାର୍ଥୀଙ୍କ ନଜର ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ଉପରେ । ଏପରି ସ୍ଥଳେ କଡ଼ା ସୁରକ୍ଷା!-->…

