Browsing Category
ଓଡ଼ିଶା
ବିଧାୟକଙ୍କୁ ତାଲା ପକାଇ ଗାଡ଼ି ଜାଳିଦେଲେ
ତାଳଚେର: ଘରେ ଶୋଇଥିବା ଥିବା ଅବସ୍ଥାରେ ବିଧାୟକଙ୍କୁ ବାହାର ପଟୁ ତାଲା ପକାଇ ଗାଡ଼ିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି!-->…
ଆଜି ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ!-->…
ସୁପ୍ରିମକୋର୍ଟ ଛାଟ ପରେ ଶ୍ରୀମନ୍ଦିର ସେବା ବିକ୍ରି,…
ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାଅଧିକାରକୁ ସେବାୟତମାନେ ବିକି୍ର କରୁଛନ୍ତି । ଖାଲି ସେତିକି ତ ନୁହେଁ!-->…
ରାମାଶିଷ ବୋର୍ଡର ନୂଆ ସଭାପତି
କଟକ,(ବି.ବି.ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ନୂତନ ସଭାପତି ଭାବେ ବରିÂ ପ୍ରଶାସନିକଅଧିକାରୀ ରାମାଶିଷ ହାଜରାଙ୍କୁ!-->…
ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ବିଜେପିର ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ସମ୍ବିିଧାନର ମୁଖ୍ୟ ପ୍ରଣେତା ଭାରତରନô ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ!-->…
ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ :ଛାତ୍ରଙ୍କୁ ଏପରି ଦେଲେ ଦଣ୍ଡ
ତେଲକୋଇ: ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ । ରାତ୍ରି ଜଗୁଆଳି କାର୍ୟ୍ୟ ନ କରିବାରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ । ତେଲକୋଇ ବ୍ଲକ!-->…
ପୁରୀ ନାବାଳିକା ଗଣ ଦୁଷ୍କର୍ମ ମାମଲାରୁ ତୃତୀୟ ଅଭିଯୁକ୍ତ ଗିରଫ
ପୁରୀ: ପୁରୀରେ ଲଜ୍ଜା ଜ୍ଝ ପୁଲିସ କ୍ୱାର୍ଟସ୍ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ କୁମ୍ଭାରପଡ଼ା ପୁଲିସ ଗୁରୁବାର ବିଳମ୍ବିତ ରାତି!-->…
ପାରାଦୀପରେ ନାବାଳିକାଙ୍କୁ ଦୋକାନ ଭିତରେ ଦୁଷ୍କର୍ମ ଅଭିଯୋଗ
ପାରାଦୀପ: ପୁଣି ଏକ ଲଜ୍ୟାକର ଘଟଣା । ପାରାଦୀପ ନୋଳିଆ ସାହିରେ ଥିବା ଏକକ ଦୋକାନ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଶୁକ୍ରବାର!-->…
ବାରବାଟିଆ ଦିନିକିଆ ପାଇଁ ଆଜିଠୁ ଅନଲାଇନରେ ଟିକେଟ ବିକ୍ରି
କଟକ : ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ପାଇଁ ଆଜିଠୁ ଆରମ୍ଭ ହେବ ଟିକେଟ ବିକ୍ରି । ୮ ହଜାର ୧୫୦ଟି ଟିକେଟ ଆଜି ଠାରୁ ଅନଲାଇନ!-->…
ଆରଟିଓ ଅଫିସରେ ଥଇଥାନ ହେବେ ଏଜେଣ୍ଟ: ଥଇଥାନ କରିବାକୁ…
କଟକ/ଭୁବନେଶ୍ୱର : ଆରଟିଓ ଅଫିସରେ ଥଇଥାନ ହେବେ ଏଜେଣ୍ଟ ।୪୨ ଦିନ ଭିତରେ ସ୍ବିକୃତିପ୍ରାପ୍ତ ଏଜେଣ୍ଟଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ!-->…

