Browsing Category
ଓଡ଼ିଶା
୮୦ ଶ୍ରମିକଙ୍କଠୁ ୪୦ ଲକ୍ଷ ଠକେଇ:ତାମିଲନାଡୁ ଠିକାଦାର ଗିରଫ
ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଦାଦନ ଶ୍ରମିକଙ୍କୁ ବିଦେଶରେ କାମ ଦେବା ପ୍ରଲୋଭନରେ ଠକେଇ । ଖଲିକୋଟ ବ୍ଲକ୍ ଲଙ୍ଗଳେଶ୍ୱର ଅଞ୍ଚଳର ୮୦ ଜଣ!-->…
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଠିକା କର୍ମଚାରୀଙ୍କ ଧାରଣା,…
ପୁରୀ : ୧୦ ମାସ ଧରି ଦରମା ନମିଳିବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟଠାରେ ଅହୋରାତ୍ର ଧାରଣାରେ ବସିଛନ୍ତି ମେଡ଼ିକାଲ ଠିକା କର୍ମଚାରୀ ।!-->…
ପାଳ ଗଦାରେ ନିଆଁ ଲାଗି ୩ ଶିଶୁଙ୍କର ମୃତ୍ୟୁ
ଭବାନୀପାଟଣା : ପାଳଗଦାରେ ଖେଳୁଥିବା ବଳେ ହଠାତ ନିଆଁ ଲାଗିଯିବାରୁ ୩ ଜଣ ଶିଶୁଙ୍କର ମୃତ୍ୟ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ!-->…
ଉକ୍ରର୍ଷର ଶୀର୍ଷରେ ଡ. ତପନ କୁମାର ଚାନ୍ଦ
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଡ. ତପନ କୁମାର ଚାନ୍ଦ କାର୍ଯ୍ୟଦକ୍ଷତା ବଳରେ ପହଞ୍ଚôଛନ୍ତି ଉକ୍ରର୍ଷର ଶୀର୍ଷରେ । ନଭେମ୍ବର ୩୦ ତାରିଖ!-->…
ଶ୍ରୀଧର ପାତ୍ରଙ୍କୁ ନାଲ୍କୋ ସିଏମ୍ଡି ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋର ନିଦେ୍ର୍ଧଶକ (ଅର୍ଥ) ଶ୍ରୀଧର ପାତ୍ରଙ୍କୁ ଅଧ୍ୟକ୍ଷ ତଥା!-->…
ଟ୍ରକରେ ଅଜଗର :ଗାଡି ଛାଡି ଦୌଡି ପଳାଇଲେ ଡ୍ରାଇଭର୍ ,
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଛତିଗୁଡ଼ା ଛକରେ ଏକ ଲାଇନ ଟ୍ରକ ରୁ ୭ ଫୁଟ ର ଆଜଗର ଉଦ୍ଧାର କରାଯାଇଛି । ଟ୍ରକ!-->…
ଭୁଲ ଚିକିତ୍ସାରୁ ଗଲା ଶିଶୁର ଜୀବନ:ମେଡିସିନ୍ ଦୋକାନୀ ଫେରାର
ଚାନ୍ଦବାଲୀ : ଭୁଲ ଚିକିତ୍ସାରୁ ଗଲା ଶିଶୁର ଜୀବନ । ଚାନ୍ଦବାଲି ବାଂଶଡା ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଗତ ୨୭ ତାରିଖ ଦିନ!-->…
ଢେଙ୍କାନାଳର ୩ ବର୍ଷର ଶିଶୁ ଦୁଷ୍କର୍ମ ମାମଲାର ରାୟ ପ୍ରଦାନ କଲେ…
ଢ଼େଙ୍କାନାଳ: ୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ମାମଲାର ଶୁକ୍ରବାର ଢେଙ୍କାନାଳର ସ୍ବତନ୍ତ୍ର ପୋସ୍କୋ ଅଦାଲତ ରାୟ ଶୁଣାଣୀ କରିଛନ୍ତି!-->…
ରାସ୍ତାରେ ଓଲଟି ପଡ଼ିଲା ଯାତ୍ରାପାର୍ଟି ଟ୍ରକ୍
ଆଠଗଡ଼: ଯାତ୍ରା ସାରି ଫେରୁଥିବା ବେଳେ ଏକ ଯାତ୍ରାପାର୍ଟି ଟ୍ରକ୍ ଓଲଟି ପଡ଼ିଛି। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭!-->…
ଖତ ଖାଇବାକୁ ବସିଲାଣି ୬ ମାସ ତଳେ ତିଆରି ହୋଇଥିବା ୩ ହେଲିପ୍ୟାଡ
ସୁବର୍ଣ୍ଣପୁର : ଭିଆପି, ମନ୍ତ୍ରୀଙ୍କ ବ୍ୟବହାର ପାଇଁ ସୁବର୍ଣ୍ଣପୁରରେ ତିଆରି ହେ।ଇଥିଲା ୩ଟି ହେଲିପ୍ୟାଡ୍ । କିନ୍ତୁ ୬ ମାସ ନଯାଉଣୁ ଖତ!-->…

