Browsing Category
ଓଡ଼ିଶା
ସ୍ୱର୍ଗଦ୍ୱାର ପ୍ରଶାସନିକ କୋଠା :ନିର୍ମାଣ ବିଳମ୍ବ,ଜିଲ୍ଲାପାଳ…
ପୁରୀ,(ବି.ବି.ବୁ୍ୟରୋ): ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ପରିକଳ୍ପନାରେ ଜନସେବାକୁ ଗୁରୁତ୍ୱ ଦିଆଯାଇଛି । ଏହି ସେବା ପ୍ରଦାନ ନିମନ୍ତେ ଏକ!-->…
ଟ୍ରକ୍ ଧକ୍କାରେ ଜଣେ ମୃତ:କ୍ଷତିପୂରଣ ଦାବିରେ ଟାୟାର ଜାଳି…
ସାନଖେମୁଣ୍ଡି,(ବି.ବି.ନୁ୍ୟଜ): ଘାସ କାଟିବାକୁ ବାଇକ୍ରେ ଲିଫ୍ଟ ମାଗି ଯାଉଥିଲେ ଜଣେ ଯୁବକ । ପଛରୁ ଆସୁଥିବା ଏକ ଟ୍ରକ୍ ବାଇକ୍କୁ ଧକ୍କା!-->…
ଆଠଗଡ଼ ଏଟିଏମ୍ ଗାଡ଼ି ଲୁଟ୍ ଘଟଣାର ପର୍ଦ୍ଧାଫାସ୍
ଆଠଗଡ଼,(ବି.ବି.ନୁ୍ୟଜ): ଆଠଗଡ଼ ଏଟିଏମ୍ ଗାଡ଼ି ଲୁଟ୍ ଘଟଣାରେ ଆଉ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଗିରଫ!-->…
ମମିତା ମେହେର ହତ୍ୟା ଘଟଣା:ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର କରିଥିଲା…
ବଲାଙ୍ଗିର, (ବି.ବି.ନୁ୍ୟଜ): କିଛି ଆକସ୍ମିକ ହୋଇନି । ସବୁଯାକ ଯୋଜନାବଦ୍ଧ ଭାବରେ ହୋଇଥିଲା । ହତ୍ୟା ପାଇଁ ବ୍ଲୁ-ପି୍ରଣ୍ଟ ପ୍ରସ୍ତୁତ!-->…
କଙ୍ଗାରୁ କୋର୍ଟରେ ବାପା-ପୁଅଙ୍କୁ ମାଡ଼ ଘଟଣା:ତାତିଲେ ଲୋକେ, ୬…
ପଟ୍ଟାମୁଣ୍ଡାଇ,(ବି.ବି.ନୁ୍ୟଜ): ୧ ଲକ୍ଷ ୯୭ ହଜାର ଟଙ୍କା ଚୋରି ଅଭିଯୋଗରେ ପଟ୍ଟାମୁଣ୍ଡାଇ ସାହୁପଡ଼ÿା ପେଟ୍ରୋଲ ପମ୍ପ୍ର କର୍ମଚାରୀ!-->…
ବାଲେଶ୍ୱରରେ ଗ୍ୟାଙ୍ଗଷ୍ଟର ହାଇଦର ପତ୍ନୀ
ବାଲେଶ୍ୱର,(ବି.ବି.ନୁ୍ୟଜ): ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ସ୍ତ୍ରୀ ହସିନା ବିବି, ବଡ଼ ବୋହୂ ରେଶମା ବେଗମ୍ ବୁଧବାର ବାଲେଶ୍ୱର ମୁଖ୍ୟ!-->…
ଜଗତସିଂହପୁର ରାମଚନ୍ଦ୍ର ସାହୁ ହତ୍ୟାକାଣ୍ଡ:ମହିଳାଙ୍କ ସମେତ ୩…
ଜଗତସିଂହପୁର,(ବି.ବି.ନୁ୍ୟଜ): ବଡ଼ବାଗ ଗ୍ରାମର ରାମଚନ୍ଦ୍ର ସାହୁ(୩୩)ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଆଜି!-->…
ଗୋବିନ୍ଦଙ୍କୁ ଏନ୍କାଉଣ୍ଟର କରି ରହସ୍ୟକୁ ଲୁଚା ନଯାଉ!
ବଲାଙ୍ଗୀର,(ବି.ବି.ବୁ୍ୟରୋ):ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ!-->…
ତହସିଲରୁ ଦେଢ଼କୋଟି ହଡ଼ପ ମାମଲା:ଫେରାର୍ ମହିଳା କିରାଣି ଗିରଫ
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଡାବୁଗାଁ ତହସିଲରୁ କୋଟିଏରୁ ଅଧିକ ଟଙ୍କା ହଡପକରି ଫେରାର୍ ଥିବା ବରିÂ କିରାଣି ଚନ୍ଦନା ମଣ୍ଡଳ!-->…
ମମିତା ମେହେର ନିଖୋଜ ଘଟଣା: ପୋଡ଼ି ପୋତି ଦେଇଥିଲା
ବଲାଙ୍ଗିର,(ବି.ବି.ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର!-->…

