Browsing Category
ଓଡ଼ିଶା
ଗଛରେ ପିଟିହେଲା ବାଇକ୍, ଦୁଇ ଛାତ୍ର ମୃତ
ସିମୁଳିଆ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଯାତ୍ରା ଦେଖି ଭୋର!-->…
ଶିକ୍ଷୟିତ୍ରୀଙ୍କ କୋହଭରା ନିବେଦନଁ:ମୋ ପାଇଁ ବାପା ମା’ ନଭୋଗନ୍ତୁ…
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ମୋ ପାଇଁ ମୋ ବାପା ମାଆ ଏବଂ ଭାଇ ସାମାଜିକ ବାସନ୍ଦ ଭଳି ନିର୍ଯାତନା ନଭୋଗନ୍ତୁ । ସେମାନଙ୍କୁ!-->…
କାର୍ ଦୁର୍ଘଟଣାରେ ଯୁବକ ମୃତ
ଫୁଲବାଣୀ,(ବି.ବି.ନୁୂ୍ୟଜ୍): ରବିବାର ଟିକାବାଲି ଥାନା ଅଧୀନ କାବୁଲାଗାଁ ନିକଟରେ ଏକ କାର୍ ଦୁର୍ଘଟଣା ଘଟିଛି । ଫଳରେ ଏଥିରେ ଜଣେ!-->…
ଜାତକ, କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ:ରକ୍ତଦାନ କଲେ ବର ଓ କନ୍ୟା
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଜାତି, ଯୌତୁକ, ଜାତକ, କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ । ବ୍ରହ୍ମପୁର ବୈଦ୍ୟନାଥେଶ୍ୱର ମନ୍ଦିର କଲ୍ୟାଣ!-->…
ପ୍ରଫେସର ଗୌରାଙ୍ଗ ଚୌଧୁରୀଙ୍କ ଶରୀର ମେଡିକାଲ କଲେଜକୁ ଦାନ
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ନୂଆ ବସ୍ଷ୍ଟାଣ୍ଡ ରୋଡ଼ ବାସିନ୍ଦା ବରିÂ ନିଶ୍ଚେତକ ବିଶେଷଜ୍ଞ ପ୍ରଫେସର ଡା ଗୌରାଙ୍ଗ ଚୌଧୁରୀଙ୍କ ମର!-->…
କାଂଜିପାଣି ଘାଟିରେ ଓଲଟିଲା ବସ୍;୬ଶିଶୁ ସମେତ ୧୩ ଗୁରୁତର
ଜଗମୋହନପୁର : ତେଲକୋଇ କାଂଜିପାଣି ପୂର୍ତ ବିଭାଗ ରାସ୍ତାର କାଂଜିପାଣି ଘାଟିରେ ଏକ ଘରୋଇ ବସ୍ ଓଲଟି ପଡିବାରୁ ୧୩ଜଣ ଗୁରୁତର ହୋଇଥିବାବଳେ!-->…
ମଧ୍ୟାହ୍ନ ଭୋଜନରେ ଝିଟିପିଟି:୧୮ଛାତ୍ରଛାତ୍ରୀ ଅସୁସ୍ଥ
ବରୀ,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ବରୀ ବ୍ଲକ ଅରଙ୍ଗାବାଦପଞ୍ଚାୟତ ଫୁଲପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି!-->…
ବାଣ ବିସ୍ଫୋରଣରେ ଜଣେ ମୃତ, ୨ ଆହତ
ଝାରପୋଖରିଆ,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମରେ ବାଣ ବିସ୍ଫୋରଣରେ ଜଣଙ୍କର ମୃତୁ୍ୟ!-->…
ଯୁବକଙ୍କୁ ହାତୀ ଦଳିଦେଲା
କପ୍ତିପଦା,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅଧୀନ ନଟୋ ସଂରକ୍ଷିତ ଜଙ୍ଗଲର ଶାଣଦେଇ ଟଙ୍ଗାବାହାଳୀ ଅଞ୍ଚଳରେ ହାତୀ!-->…
ଭିଜିଲାନ୍ସ ଜାଲରେ ବୌଦ୍ଧ ଟ୍ରେଜେରୀ ଅଫିସ୍ର କିରାଣି
ବୌଦ୍ଧ,(ବି.ବି.ନୁ୍ୟଜ୍): ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଅଫିସ୍ର!-->…

