Browsing Category
ଓଡ଼ିଶା
ଉଚ୍ଛେଦକୁ ନେଇ ବ୍ୟବସାୟୀ-ପୁଲିସ ଖଣ୍ଡଯୁଦ୍ଧ
ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜବରଦଖଲରେ ଥିବା ଦୋକାନ ଗୃହ ଉଚ୍ଛେଦକୁ କେନ୍ଦ୍ର କରି ରଘୁନାଥପୁରରେ ଆଜି ବିସ୍ଫୋରକ ପରିସ୍ଥିତି ସୃଷ୍ଟି!-->…
ନର୍ସ ନିହାରୀକା ହତ୍ୟାକାଣ୍ଡ:ସରିଲା ରିମାଣ୍ଡ୍ ଅବଧି, ଜେଲ୍ ଗଲା…
ଜଗତସିଂହପୁର,(ବି.ବି.ନୁ୍ୟଜ୍): ନର୍ସ ରୂପାଲି ଓରଫ ନିହାରିକା ପାତ୍ର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ତିନି ଦିନିଆ ପୁଲିସ ରିମାଣ୍ଡରେ!-->…
ସରିଲା ନିଶା ମାଫିଆ ଶେଖ ରାଜାର ରିମାଣ୍ଡ:ଟ୍ରଲର୍ରେ ଚାଲିଥିଲା…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଲେଶ୍ୱରର ବୋଲରାମ ଗଡ଼ି ତଟରେ ଲାଗୁଥିଲା ମାଛଧରା ଟ୍ରଲର । ଟ୍ରଲରଟି ସମୁଦ୍ର ପଥରେ ମୁହାଁଉଥିଲା ସିଧା!-->…
୬ ଆନ୍ତଃରାଜ୍ୟ ଡକାୟତ ଗିରଫ
ତୁରୁମୁଙ୍ଗା,(ବି.ବି.ନୁ୍ୟଜ୍):କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବିଗତ କିଛି ବର୍ଷ ହେଲା ଓଡ଼ିଶା!-->…
ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ…
ବାରିପଦା,(ବି.ବି.ନୁ୍ୟଜ୍): ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ରଖି ସେr ଓ ତା’ପରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି!-->…
ବାଲେଶ୍ୱରରେ ପାଖ ଛାଡୁନି ଡେଙ୍ଗୁ
ବାଲେଶ୍ୱର,(ବି.ବି.ନୁ୍ୟଜ୍):ବାଲେଶ୍ୱର ଜିଲ୍ଲାରେ ବୋଲ ମାନୁନି ଡେଙ୍ଗୁ । ସଚେତନତା ସତ୍ତେ୍ୱ ଜିଲ୍ଲାରେ ବଢ଼ୁଛି ରୋଗୀ ସଂଖ୍ୟା ।!-->…
ମତ୍ସ୍ୟଜୀବୀଙ୍କ ଜାଲରେ “ହ୍ୱେଲ ସାର୍କ’:୧୦୭ କିଲୋ,…
ଧାମରା,(ବି.ବି.ନୁ୍ୟଜ୍): ଚଳିତ ବର୍ଷ ଜାଲରେ ଇଲିସି ପଡ଼ୁନ ଥିବାରୁ ଧୀବରଙ୍କ ଆୟ ହ୍ରାସ ପାଇଛି । ମନମାରି ଧାମରା ଅଞ୍ଚଳର ଧୀବରମାନେ!-->…
ପାଇଖାନା ଟାଙ୍କିରେ ଜୀବନ ଗଲା
କୋଟପାଡ,(ବି.ବି.ନୁ୍ୟଜ୍): ପାଇଖାନା ଟାଙ୍କି ନିର୍ମାଣ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି ଓ ଅନ୍ୟ ଜଣେ ଗୁରୁତର!-->…
ଡୁଡୁମାରୁ ଏଥର “ପରବ’ ଶୁଭାରମ୍ଭ
କୋରାପୁଟ,(ବି.ବି.ନୁ୍ୟଜ୍): ଏଥର ଲମତାପୁଟ ବ୍ଲକର ପ୍ରତିÂିତ ପର୍ଯ୍ୟଟନସ୍ଥଳି ଡୁଡୁମାରୁ ଶୁଭାରମ୍ଭ ହେବ ଜିଲ୍ଲା ଲୋକ ମହୋତ୍ସବ!-->…
ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ
ଚିତ୍ରକୋଣ୍ଡା: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଜି. କେ. ବିଧି ଥାନା ଅନ୍ତର୍ଗତ ମାଡ଼ିଗାମାଲୁ ଠାରୁ ପ୍ରାୟ ୫ କିଲୋମିଟର ଦୂର ଏକ!-->…

