Browsing Category
ଓଡ଼ିଶା
କୋରିୟର୍ ସେଣ୍ଟରରୁ ୫ ଲକ୍ଷ ଲୁଟ୍
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ନବରଙ୍ଗପୁର ସହର ଟାପାକାରିଆଗୁଡାରେ ଥିବା ଆମାଜନ୍ କୋରିୟର ସେଣ୍ଟରର ସର୍ଟର ତାଡ଼ି ଦୁର୍ବୃତ୍ତମାନେ!-->…
ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା : ଅଭିଯୁକ୍ତ ଚିହ୍ନଟ, ଗିରଫ…
କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ସଦର ବିଧାୟକ ତଥା ବିଜେପି ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ହତ୍ୟା ଉଦ୍ୟମ କରି ତାଙ୍କ ଗାଡି!-->…
ଟୋଲପ୍ଲାଜାରେ ଘଣ୍ଟାଏ ଅଟକିଲା ଜିଲ୍ଲା ପରିଷଦ ସଭାପତିଙ୍କ ଗାଡ଼ି
କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ପରିଷଦର ସଭାପତି କମଳିନୀ ପାତ୍ର ସରକାରୀ ଗସ୍ତରେ ଯାଉଥିବା ସମୟରେ ଢେଙ୍କିକୋଟ!-->…
ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସଂପନ୍ନ
କଳାହାଣ୍ଡି,(ବି.ବି.ନୁ୍ୟଜ): କଳାହାଣ୍ଡିର ଅଧିÂାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ବୁଧବାର ଭକ୍ତିପୂର୍ଣ୍ଣ!-->…
ଫୁଲବାଣୀରେ ମନୀଷ ହତ୍ୟା ଘଟଣା ଚେର :ଦୁଇ ସାଙ୍ଗଙ୍କ ଆତ୍ମସମର୍ପଣ,…
ଫୁଲବାଣୀ, (ବି.ବି.ନୁ୍ୟଜ): ବରିÂ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନୀଷ ଅନୁରାଗ ମୃତୁ୍ୟ ଘଟଣାର ଖିଅ ଫୁଲବାଣୀ ସହରରେ ଛାନ୍ଭିନ୍ କରୁଛି!-->…
ଡକାୟତି ଯୋଜନା ପଣ୍ଡ:ପୁଲିସ୍ ପଞ୍ଝାରେ ୫ ଅଭିଯୁକ୍ତ
ତାଳଚେର,(ବି.ବି.ନୁ୍ୟଜ): ତାଳଚେର ଥାନା ଇଲାକାରେ ଡକାୟତି କରି ଆତଙ୍କ ଖେଳାଇଥିବା ଏକ ଗ୍ୟାଙ୍ଗ୍କୁ କାବୁ କରିଛି ପୁଲିସ୍ । ୫ ଜଣ!-->…
ଟ୍ରକ୍ ଧକ୍କାରେ ବାପ ମୃତ, ଝିଅ ଗୁରୁତର
ଅନୁଗୁଳ,(ବି.ବି.ବୁ୍ୟରୋ): ମୃତୁ୍ୟର ଫାଶ ଧରି ବସିଛି ୫୫ ନମ୍ବର ଜାତୀୟ ରାଜପଥ । ବଡ଼କେରାଠାରୁ ବଅଁରପାଳ ଛକ ପର୍ଯ୍ୟନ୍ତ କଦର୍ଯ୍ୟ ଜାତୀୟ!-->…
୨ କିମି ବୋହିଲେ ଝିଅର ଶବ
ସମ୍ବଲପୁର,(ବି.ବି.ବୁ୍ୟରୋ): ୨୦୧୬ ଅଗଷ୍ଟ ମାସରେ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ୧୦ କିମି ଦୂର ଚାଲିଚାଲି ଯାଇ ଚର୍ଚ୍ଚାକୁ ଆସିଥିଲେ!-->…
୧୫ ଆକାଶିଆ ଗଛ କାଟିଦେଲେ
ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ): ପାପଡାହାଣ୍ଡି ମୁଖ୍ୟରାସ୍ତା କଡରୁ କେହି ଦୁର୍ବୃତ୍ତ ୧୦ ରୁ ୧୫ ଟି ଆକାଶିଆ ଗଛ କାଟି ଦେଇଛନ୍ତି!-->…
ମାଣିକେଶ୍ୱରୀଙ୍କ ଛତର ଯାତ୍ରା
ଭବାନୀପାଟଣା,(ବି.ବି.ନୁ୍ୟଜ): କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମା'ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ବୁଧବାର ଅନୁÂିତ ହେବ ।!-->…

