Browsing Category
ଓଡ଼ିଶା
ବିଦୁ୍ୟତ୍ ଆଘାତରେ ଯୁବକଙ୍କ ମୃତୁ୍ୟ,ଟ୍ରଲିରେ ବୁହାହେଲା ମୃତଦେହ
ବାଙ୍କୀ,(ବି.ବି.ନୁ୍ୟଜ୍): ବାଙ୍କୀ ଏନ୍ଏସି ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଆର୍ଥିକ ଅନଟନ କାରଣରୁ ଜଣେ ଯୁବକଙ୍କ!-->…
୧.୫ କୋଟି ଟଙ୍କାର ବ୍ରାଉନସୁଗର ଜବତ: ୩ ଅଟକ, ବାଇକ୍ ସହ ୯ ଲକ୍ଷ…
ବାଲେଶ୍ୱର,(ବି.ବି.ନୁ୍ୟଜ୍):ବାଲେଶ୍ୱର ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି । ସହଦେବଖୁଣ୍ଟା ଆଦର୍ଶ ଥାନା ପୁଲିସ ୧.୫ କୋଟି ଟଙ୍କାର!-->…
୧୮ରୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା
ରାଜନଗର,(ବି.ବି.ନୁ୍ୟଜ୍): ଭିତରକନିକାରେ ଦେଶୀୟ ପକ୍ଷୀମାନେ ବାରମ୍ୱାର ଠିକଣା ବଦଳାଉଛନ୍ତି । ପକ୍ଷୀବିହାର ରୂପେ ପରିଚିତ ବଗଗହନକୁ ଛାଡି!-->…
ବଦଳିଗଲା ଜୀବନର ଗତିପଥ, କଂଗ୍ରେସର ପ୍ରାର୍ଥୀ ଏବେ ଟୋଲ ଗେଟ୍ କିପର
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଜଗଦୀଶ ନାଏକ ଏବେ ଟୋଲ ଗେଟ୍ କିପର ଭାବେ!-->…
ଦିଲ୍ଲୀରୁ ନିଖୋଜ ମହିଳାଙ୍କୁ ପରିବାର ସହିତ ଯୋଡିଲା ସୋସିଆଲ ମିଡିଆ
କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମର ୪୫ ବର୍ଷିୟା ଗୌରୀ ମହାନ୍ତ ୨୦୧୭ ମସିହାରେ!-->…
ଦେବଦୂତ ସାଜିଲେ ଯବାନ ,୫ କିମି କାନ୍ଧରେ ବୋହି ବୃଦ୍ଧାଙ୍କୁ ଘରେ…
ନୂଆପଡ଼ା,(ବି.ବି.ନୁ୍ୟଜ୍): ଦେଶର ସୀମାନ୍ତ ହେଉକି ମାଓ ଅଧ୍ୟୁଷିତ ଘଞ୍ଚ ଜଙ୍ଗଲ, ଭାରତୀୟ ଯବାନ ସବୁଠି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ!-->…
୪ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ:ଆନେ୍ଦାଳନକୁ ଓହ୍ଲାଇଲେ ହଷ୍ଟେଲ…
ମାଥିଲି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗକୁ ଅବ୍ୟବସ୍ଥା ପିଛା ଛାଡୁନି । କେଉଁଠି ଛାତ୍ରଛାତ୍ରୀ ଶିକ୍ଷକଙ୍କ!-->…
ଚାଉଳ ଆଣିବାକୁ ଯାଇ ଜୀବନ ଗଲା:ଦୁର୍ଘଟଣାରେ ୨ ମୃତ, ଉତ୍ତେଜନା
ଲକ୍ଷ୍ମୀପୁର/ରାୟଗଡ଼ା,(ବି.ବି.ନୁ୍ୟଜ୍): ଚାଉଳ ଆଣିବାକୁ ଯାଉଥିବାବେଳେ ଅଜଣା ଗାଡିÿ ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଆଦିବାସୀ ଯୁବକ ।!-->…
ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଅଭିଯୋଗ :ଯୁବକଙ୍କୁ ଖୁଣ୍ଟରେ…
ବାସୁଦେବପୁର,(ବି.ବି.ନୁ୍ୟଜ୍): ଖୁଣ୍ଟରେ ବାନ୍ଧି ରାତି ତମାମ ମାଡ଼ । ସକାଳେ ଜରିମାନା । ୫ ହଜାର କି ୧୦ ହଜାର ନୁହଁ । ଏକାଥରକେ ୨ ଲକ୍ଷ!-->…
ବୁଲା ଗୋରୁ ପ୍ରସଙ୍ଗରେ କଠୋର ହେଲା ବିଏମ୍ସି:ରାସ୍ତାରୁ ଉଠାଇ ୫…
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାସ୍ତାରେ ବୁଲାଗୋରୁ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ । ଦୁଇ ମାସ!-->…

