Browsing Category
ଓଡ଼ିଶା
କୁକୁଡ଼ା ଫାର୍ମରେ ନକଲି ମଦ କାରଖାନା:୪ ଗିରଫ
ଦିଗପହଣ୍ଡି, (ବି.ବି.ନୁ୍ୟଜ୍): କୁକୁଡ଼ା ଫାର୍ମ ହାଉସରେ ନକଲି ମଦ କାରଖାନା । ତିଆରି ହେଉଥିଲା ବିଭିନ୍ନ ବ୍ରାଣ୍ଡ୍ର ବିଦେଶୀ ମଦ ।!-->…
ବହିରା ନାଳରେ କୁମ୍ଭୀର, ଲୋକେ ଆତଙ୍କିତ
ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ବନବିଭାଗ ଅଧୀନ ବାଉଁଶୁଣୀ ବନପାଳ ଅନ୍ତର୍ଗତ ବହିରା ଗାଁ ନିକଟରେ ଯାଇଥିବା ବହିରା ନାଳରେ ଆଜି ଏକ!-->…
ବାଇକ୍କୁ ଧକ୍କା ଦେଲା ଟ୍ରକ୍: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
କୁଆରମୁଣ୍ଡା,(ବି.ବି.ନୁ୍ୟଜ୍): ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚାଇନା ଟାଉନ ଛକ ନିକଟରେ ଆଜି ଅପରାହ୍ନ!-->…
ଖାକିରେ ପୁଣି କଳଙ୍କର ଛିଟା : ଟିଉସନ ଫେରନ୍ତା ସ୍କୁଲଛାତ୍ରୀଙ୍କୁ…
ବାରିପଦା,(ବି.ବି.ନୁ୍ୟଜ୍): ପୁଣି ଖାକିରେ ଲାଗିଛି କଳଙ୍କର ଛିଟା । ମୟୂରଭଞ୍ଜ ଜିଲ୍ଲାରେ ଜଣକ ପରେ ପୁଲିସ କର୍ମଚାରୀଙ୍କ କଳାକାରନାମା!-->…
ବୃଦ୍ଧ ଦମ୍ପତିଙ୍କ ଗଳା କାଟି ହତ୍ୟା
ପାଟଣା,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପଲାଣିଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ରାତିରେ ଘଟିଛି ନିର୍ମମ!-->…
ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ଏଏସ୍ଆଇ
ଭବାନୀପାଟଣା,(ବି.ବି.ନୁ୍ୟଜ୍): ଏକ ଜମିଜମା ମାମଲା ଦଫାରଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା!-->…
ବୁଢ଼ାବଳଙ୍ଗ ହଳଦିଆ ଘାଟରେ ପୁଣି ବୁଡ଼ିଲା ଡଙ୍ଗା, ଅଳ୍ପକେ…
ବାଲେଶ୍ୱର,(ବି.ବି.ନୁ୍ୟଜ୍): ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଘାଟରେ ଦୁର୍ଘଟଣା ପିଛା ଛାଡୁନି । ଜିଲ୍ଲା ପ୍ରଶାସନର!-->…
୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ, ୨ ଗିରଫ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ୍ ୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ କରିଛି । ଏହି ଘଟଣାର!-->…
୧୭ ଫୁଟିଆ ଅହିରାଜ ସାପ ଉଦ୍ଧାର
ନୀଳଗିରି,(ବି.ବି.ନୁ୍ୟଜ୍): କୁକୁଡ଼ା ଫାର୍ମ ଭିତରୁ ଉଦ୍ଧାର ହୋଇଛି ୧୭ ଫୁଟିଆ ଅହିରାଜ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ!-->…
ଶ୍ରୀମନ୍ଦିରରେ କୃଷ୍ଣଲୀଳା ଶେଷ: ସିଂହଦ୍ୱାରରେ କଂସ ବଧ
ପୁରୀ,(ବି.ବି.ନୁ୍ୟଜ୍): ରବିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଲୀଳା ଶେଷ ହୋଇଛି । ଏହି ଅବସରରେ!-->…

