Browsing Category
ଓଡ଼ିଶା
ଭାରତ ମସଲାର ପ୍ରତିଭା ସମ୍ମାନ ସମାରୋହ :ଯୁବପିଢ଼ି ଶିଳ୍ପକୁ…
କଟକ,(ବି.ବି.ନୁ୍ୟଜ୍): ହଜାରେ ଟଙ୍କାରେ ଆରମ୍ଭ ହୋଉଥିବା ଏକ ଛୋଟିଆ ଶିଳ୍ପ ଆଜି ପ୍ରାୟ ହଜାରେ କୋଟିର ବିରାଟ ଶିଳ୍ପରେ ପରିଣତ ହୋଇଛି ।!-->…
ମହିଳାଙ୍କଠାରୁ ଟଙ୍କା ଓ ଚେନ୍ ଲୁଟ୍:ଜଣେ ଲୁଟେରାକୁ ଗୋଡ଼ାଇ ଧରିଲେ…
ବଳଙ୍ଗା,(ବି.ବି.ନୁ୍ୟଜ୍): ରୋଗଗ୍ରସ୍ତ ସ୍ୱାମୀର ଚିକିତ୍ସା ପାଇଁ ଟଙ୍କା ଧରି ବସ୍କୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କଠାରୁ ଆଜି!-->…
ପ୍ରାକ୍ଶିକ୍ଷା ବାଟବଣା:ଛେଳି, ଗାଈ ଚରାଉଛନ୍ତି ଶିଶୁ
କାକିରିଗୁମ୍ମା,(ବି.ବି.ନୁ୍ୟଜ୍): ବାଟବଣା ହେଉଛି ପ୍ରାକ୍ ଶିକ୍ଷା । ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ର ଅବା ପ୍ରାଥମିକ ବିଦ୍ୟାଳୟକୁ!-->…
କଳାହାଣ୍ଡି ମହାରାଜା ଉଦିତ୍ ପ୍ରତାପ ଦେଓଙ୍କ ପରଲୋକ
ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଗଡ଼ଜାତର ୩୨ତମ ନାଗବଂଶୀ ମହାରାଜା ଉଦିତ୍ ପ୍ରତାପ ଦେଓଙ୍କର ଆଜି ୭୧ ବର୍ଷ ବୟସରେ!-->…
ଆଜି ଭାଙ୍ଗିବ ବଡ଼ଆଖଡ଼ା ମଠ
ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ଜୋନରେ ରହିଥିବା ବିପଦସଙ୍କୁଳ ବଡ଼ଆଖଡ଼ା ମଠର କୋଠା ଆସନ୍ତାକାଲି ଉଚ୍ଛେଦ ହେବ । ରବିବାର!-->…
ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁକରି…
ùaZ^Uú,(aò.aò.^êýRþ): ùaZ^Uú ò^ ieêùgûk Mûñ eûÉû _ûgßðeê eaòaûe iKûùk Rù^÷K aýqòu lZûq céZù\j C¡ûe Keû~ûAòKûeú!-->…
ବଳଭଦ୍ରପୁରରେ ମର୍ଡର
କେନ୍ଦୁଝର,(ବି.ବି.ନୁ୍ୟଜ୍): ପୁଅକୁ ପଥର କଚାଡ଼ି ହତ୍ୟା କରିଛି ବାପା । ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ମଲଦା!-->…
ବସ୍ ଧକ୍କାରେ ୨ ମୃତ
କୋକସରା,(ବି.ବି.ନୁ୍ୟଜ୍): ଦ୍ରୁତଗାମୀ ବସ୍କୁ ଓଭର୍ଟେକ କରିବା ମହଙ୍ଗା ପଡ଼ିଲା । ବସ୍ ଧକ୍କାରେ ଜଣେ ଆଇଆର୍ବି ଯବାନ ଓ ଜଣେ ହୋମଗାର୍ଡ!-->…
ଫୁଲ ତୋଳିବାକୁ ଯାଇ ଆଉ ଫେରିଲାନି ପୁଅ
ବଲଦିଆମାଲ,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମଥୁରା ଛକ ନିକଟରେ ବସ୍ ଧକ୍କାରେ ଜଣେ ନାବାଳକର ମୃତୁ୍ୟ ହୋଇଛି ।!-->…
ମୁଁ ଇଜ୍ଜତ ବିକିପାରିବି ନାହିଁ:ରସିକିଆ କିରାଣି ଗିରଫ
ରାୟଗଡ଼ା,(ବି.ବି.ନୁ୍ୟଜ୍): ସରକାର ଯେତେ ଯାହା ନିୟମ କଥା କହିଲେ ମଧ୍ୟ ଜିଲ୍ଲାର ଶିକ୍ଷାବିଭାଗରେ ପରିବର୍ତ୍ତନ ଘଟୁନାହିଁ । ସବୁଠାରୁ!-->…

