Browsing Category
ଓଡ଼ିଶା
ଚାଲିଥିଲା ବାଘନଖ, ହାତୀଦାନ୍ତ, ହୀରା ପଥର କାରବାର
ସିନାପାଲି,(ବି.ବି.ନୁ୍ୟଜ): ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନାଞ୍ଚଳରେ ବାଘନଖ, ହାତୀଦାନ୍ତ ଓ ହୀରା ପଥର କଳା ସାମ୍ରାଜ୍ୟର ପର୍ଦ୍ଧାଫାସ!-->…
ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଲେ ଶିକ୍ଷକ ସ୍ୱାମୀ
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କ ତଣ୍ଟିି କାଟିଦେଇଛନ୍ତି ତାଙ୍କ ଶିକ୍ଷକ ସ୍ୱାମୀ । ଏଭଳି!-->…
ବିକାଶ ଏବଂ ସେବା ପାଇଁ ସରକାର ସଂକଳ୍ପବଦ୍ଧ
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ‘ରାଜ୍ୟବାସୀଙ୍କ ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଚିକିତ୍ସା ପାଇଁ କେହି!-->…
ରଣକ୍ଷେତ୍ର ପାଲଟିଲା ଶିବିର
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଚାଲିଥିଲା ମାଳିପର୍ବତ ପରିବେଶ ଜନଶୁଣାଣି । ଉପସ୍ଥିତ ଥିଲେ ପ୍ରଶାସନିକ ଅଧିକାରୀ, ସପକ୍ଷବାଦୀ!-->…
କାର୍ଯ୍ୟ ଦିବସରେ ଅଫିସରଙ୍କ ବେଳାଭୂମି ଭ୍ରମଣ, ପାର୍ଟି!
ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ): ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନପୁର ବେଳାଭୂମିରେ ଭୋଜିଭାତ ଆସର । ବ୍ରହ୍ମପୁର ମେକାନିକାଲ ଡିଭିଜନ୍!-->…
୫୦ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ
ବସ୍ତା,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି । ସପ୍ତାହ ନ!-->…
ମାଓଗଡ଼ରୁ ବନ୍ଧୁକ କାରଖାନା ଠାବ
ସମ୍ବଲପୁର,(ବି.ବି.ବୁ୍ୟରୋ): ଏକଦା ସମ୍ବଲପୁର ଜିଲ୍ଲାର ମାଓଗଡ଼ ଭାବେ ପରିଚିତ ଥିବା ଯୁଯୁମୁରା ବ୍ଲକ ଟାମ୍ପରଗଡ଼ରୁ ପୁଣିଥରେ ବନ୍ଧୁକ!-->…
ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଚାଲିଗଲା ଛାତ୍ରୀଙ୍କ ଜୀବନ
ବସ୍ତା,(ବି.ବି.ନୁ୍ୟଜ): ବସ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଦା ଗ୍ରାମରେ ମଙ୍ଗଳବାର ପୋଖରୀରେ ବୁଡ଼ିଯିବାରୁ ଜନୈକା ଛାତ୍ରୀଙ୍କ ମୃତୁ୍ୟ!-->…
ମାଓ ଦମ୍ପତି କଲେ ଆତ୍ମସମର୍ପଣ
ମାଲକାନଗିରି, (ବି.ବି.ନୁ୍ୟଜ ):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ପୁଲିସ ନିକଟରେ ମାଓ ଦମ୍ପତି!-->…
ରାଜସ୍ଥାନରେ ମହିଳାଙ୍କୁ ବିକ୍ରି!
ରାୟଗଡ଼ା,(ବି.ବି.ନୁ୍ୟଜ): ଗୁଡ଼ାରୀ ଥାନା ଗ୍ରାହିବନ୍ଧ ଗାଁର ଜଣେ ମହିଳାଙ୍କୁ ରାଜସ୍ଥାନରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।!-->…

