Browsing Category
ଓଡ଼ିଶା
ଡ୍ରେନରେ ଭାସିଗଲେ ଛାତ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବର୍ଷା ଛାଡିÿ ଆସିଥିଲା । ହେଲେ ରାସ୍ତାରେ ପାଣିର ସୁଅ ଚାଲିଥିଲା । ସାଇକେଲ ଧରି ଟୁ୍ୟସନ ବାହାରିଲା ।!-->…
ରୋଗୀଣା ମାଁଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ ପରିବାର
ବରଗଡ଼,(ବି.ବି.ନୁ୍ୟଜ): ପୁଅଝିଅଙ୍କ ସେବାରେ ନିଜର ଜୀବନ ଯୌବନ ଅଜାଡ଼ି ଦେଇଥିବା ମାଁ ପରିଣତ ବୟସରେ ପୁଅ ପାଇଁ ଅଲୋଡା ପାଲଟିଯାଇଛି ।!-->…
ବାମନ ବେଶରେ ମହାପ୍ରଭୁ
ପୁରୀ,(ବି.ବି.ବୁ୍ୟରୋ): ଶ୍ରୀବିଷ୍ଣୁଙ୍କ ପଞ୍ଚମ ଅବତାର ହେଉଛନ୍ତି ବାମନ ଅବତାର । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ବିଷ୍ଣୁ । ଦିବ୍ୟ!-->…
ଚାଲିଲା ଗଜପତିଙ୍କ ୬୪ଅଙ୍କ
ପୁରୀ,(ବି.ବି.ବୁ୍ୟରୋ): ଶ୍ରୀନଅରରେ ଶନିବାର ସୁନିଆଁ ପର୍ବ ପାଳିତ ହୋଇଛି । ଆଜିଠାରୁ ଗଜପତି ମହାରାଜାଙ୍କ ନୂତନ ବର୍ଷ ସହ ନୂଆ!-->…
ଶବକୁ କାନ୍ଧ ଦେଇ ୨ କିମି ଆଣିଲେ ଏସଆଇ
ବାଲିଗୁଡା, (ବି.ବି.ନୁ୍ୟଜ): ବାପା ଜନ୍ମ କଲା ପୁଅକୁ ମାରି ଗାଁ ନିକଟ ଜଙ୍ଗଲରେ ମାଟି ଖୋଳି ପୋତି ଦେଇଥିବା ଅଭିଯୋଗ । ପୁଲିସ ଯେତେବେଳେ!-->…
ଚିରନିଦ୍ରାରେ ମନୋରମା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶିଷ୍ଟ ଲେଖିକା ଅଧ୍ୟାପିକା ମନୋରମା ମହାପାତ୍ର ଆଉ ନାହାନ୍ତି । ଆଜି (ଶନିବାର) ସନ୍ଧ୍ୟାରେ ୮୭ ବର୍ଷ!-->…
୭ ଦିନିଆ ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ!-->…
ବଢ଼ିପାଣିରେ ୩ ଭାସିଗଲେ, ଜଣେ ଉଦ୍ଧାର
ଆନନ୍ଦପୁର,(ବି.ବି.ନୁ୍ୟଜ): ଟୁ୍ୟବ୍ ଦ୍ୱାରା ବନ୍ୟାପାଣିରୁ କାଠ ସଂଗ୍ରହ କରୁଥିଲେ । ଏହି ସମୟରେ ଦୁଇ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ।!-->…
୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ ପିଇଓ
କାକଟପୁର, (ବି.ବି.ନୁ୍ୟଜ): ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ପାଟସୁନ୍ଦରପୁର, ସୁହାଣପୁର ଓ ଭଣ୍ଡାଘର ପଞ୍ଚାୟତ ଦାୟିତ୍ୱରେ ଥିବା!-->…
ବରମୁଣ୍ଡା ବସଷ୍ଟାଣ୍ଡରୁ ଅଧ କୁଇଣ୍ଟାଲ ଗଞ୍ଜେଇ ଜବତ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଫୁଲବାଣୀରୁ କୋଲକାତାକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଧରା ପଡ଼ିଛନ୍ତି!-->…

