Browsing Category
ଓଡ଼ିଶା
ଜଙ୍ଗଲ ନକ୍ସଲ -ଯବାନ ଗୁଳିମିନିମୟ
ମାଲକାନଗିରି : ନକ୍ସଲ-ସୁରକ୍ଷାକର୍ମୀ ଗୁଳିବିନିମୟ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁଫା ଅଞ୍ଚଳରେ!-->…
ପୋଲିସ ହାତରେ ଧରାପଡିଲେ ୨ ଡକାୟତ
ଟାଙ୍ଗୀ: ୨ କୁଖ୍ୟାତ ଡକାୟତକୁ ଗିରଫ କଲା ଟାଙ୍ଗୀ ପୋଲିସ । ସେମାନଙ୍କଠୁ ମାଉଜର, ଜୀବନ୍ତ ଗୁଳି, ଗୋଟିଏ ବାଇକ୍ ଜବତ କରାଯାଇଛି ।!-->…
୫ ବ୍ରାଉନ ସୁଗର ବେପାରୀ ଗିରଫ
ରାଜଗାଙ୍ଗପୁର: ସୁନ୍ଦରଗଡ଼ର ରାଇଡ଼ିହି ଅଞ୍ଚଳରୁ ବ୍ରାଉନ ସୁଗର ଜବତ ହେବା ଘଟଣା ଲୋକଲୋଚନରୁ ନଲିଭୁଣୁ ଶନିବାର ରାଜଗାଙ୍ଗପୁର ଅଞ୍ଚଳରୁ ଏକ!-->…
କୋଟିଏ ଟଙ୍କାର ଗଞ୍ଜେଇ ଜବତ
ପଟ୍ଟଙ୍ଗି: ଗଞ୍ଜେଇ ଧରପଗଡରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ପୁଲିସକୁ ମିଳିଛି ସଫଳତା । ଆଜି ମାଳିଗୁଞ୍ଜା ଛକ ନିକଟରେ ଗାଡ଼ିମୋଟର ଯାଞ୍ଚ!-->…
ଦାଦା ସମେତ ୨ ଗିରଫ
ଜୟପୁର: ପାରିବାରିକ ଗଣ୍ଡଗୋଳ ଏବଂ ଜମିଜମା ଲାଗି ପୁତୁରାକୁ ହତ୍ୟା ମାମଲାରେ ଅଭିଯୁକ୍ତ ଦାଦା ସମେତ ଆଉ ଜଣକୁ ଗିରଫ କରିଛି ବୈପାରିଗୁଡ଼ା!-->…
ବାପାକୁ ଠେଲି ହତ୍ୟା କଲା ପୁଅ
ନବରଙ୍ଗପୁର: ଅନ୍ୟଜାତିର ବୋହୂ ଆଣିଲା ପୁଅ । ବିବାହକୁ ସମାଜ ସ୍ୱୀକୃତି ଦେଇ ନଥିଲା । ଓଲଟା ପୁରା ପରିବାରକୁ ବାସନ୍ଦ କରିଦେଇଥିଲା ସମାଜ!-->…
ରାଇଘର ବ୍ଲକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା
ରାଇଘର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ଏଥିପାଇଁ ସଂଘର ଏକ ସ୍ୱତନ୍ତ୍ର ବୈଠକ!-->…
ଚାଷୀଙ୍କ କାମରେ ଲାଗୁନି ମେଗା ଉଠାସେଚ ପ୍ରକଳ୍ପ
ନବରଙ୍ଗପୁର: ଆଷାଢ ଯାଇ ଶ୍ରାବଣ ମାସ ହେଲାଣି । କିନ୍ତୁ ଜିଲ୍ଲାରେ ବର୍ଷା ଅଭାବ ।ହିଛି । ଏଥିପାଇଁ ଚାଷ ଜମି ଗୁଡ଼ିକ ଫାଟି ଅାଁ କଲାଣି ।!-->…
ବାଦ୍ୟକାରଙ୍କ ଚିକିତ୍ସାରେ ଅର୍ଥ ବାଧକ
ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ମୋତିଗାଁ ଗ୍ରାମର ବରିÂ ବାଦ୍ୟକାର ତଥା ପାନାବେଡ଼ା!-->…
ଯୁବ ବିଜେଡି ପକ୍ଷରୁ ରକ୍ତଦାନ ଶିବିର
ଟାଙ୍ଗୀ : କୋରୋନା ମହାମାରୀ ଯୋଗୁଁ ବିପର୍ୟ୍ୟସ୍ତ ହୋଇ ପଡିଛନ୍ତି ଲକ୍ଷ ଲକ୍ଷ ଜନ ସାଧାରଣ ଜନତା….ଏପରି ଘଡି ସନ୍ଧି ମୂହୁର୍ତରେ ଲୋକେ!-->…

