Browsing Category
ଓଡ଼ିଶା
ଅକ୍ସିଜେନ୍ ପ୍ଲାଣ୍ଟ୍ କାମ ଆରମ୍ଭ
ଜୟପୁର: ଜିଲ୍ଲା ହସପିଟାଲ୍ ପରିସରରେ ଆରମ୍ଭ ହୋଇଛି ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାମ । ଲିକୁ୍ୟଫାଏଡ୍ ମେଡିକାଲ ଅକ୍ସିଜେନ୍(ଏଲ୍ଏମ୍ଓ)!-->…
ରୋଗାକ୍ରାନ୍ତ ମା’ର ସେବା କରି ସାରା ଜୀବନ ରହିଗଲେ ଅବିବାହିତା…
ବୈପାରିଗୁଡ଼ା: କୁହାଯାଏ ମା’ର ସେବାଠାରୁ ବଳି ବଡ଼ ସେବା ଆଉ ଦୁନିଆରେ କିଛି ନାହିଁ । ଏକଥାକୁ ଶୈଶବରୁ ଭଲ ଭାବେ ବୁଝିଛନ୍ତି!-->…
ଆଖିବୁଜିଲେ ଶେଷ ଦେବଦାସୀ ପରଶମଣି
ପୁରୀ: ମହାପ୍ରଭୁଙ୍କ ଦେବଦାସୀ ପରମ୍ପରାର ଶେଷସନ୍ତକ ପରଶମଣିଙ୍କ ଶନିବାର ପରଲୋକ ଘଟିଛି । ମସ୍ତକରେ ସିନ୍ଦୂର ପିନ୍ଧି ସଧବାର ସୌଭାଗ୍ୟ!-->…
୪ ଗିରଫ, ୧୦୦ଟି ଲଟେରି ବହି ସମେତ ଟଙ୍କା ଜବତ
ବାରିପଦା: ଭାଗ୍ୟର ଦ୍ୱାହି ଦେଇ କୋଟି କୋଟି ଟଙ୍କାର ମୁନାଫାର ଲୋଭ ଦେଖାଇ ଲୋକଙ୍କୁ ସ୍ୱପ୍ନ ବିକି ବେଆଇନ ଭାବେ ଚାଲିଥିଲା ବେପାର!-->…
ଟ୍ରାକ୍ଟରରୁ ଖସି ଯୁବକ ମୃତ
ବାଙ୍ଗିରିପାଷି: ଟ୍ରାକ୍ଟରରେ ଇଟା ନେଇ ଯାଉଥିବା ବେଳେ ଟ୍ରାକ୍ଟରରୁ ଖସି ଯୁବକ ମୃତ ।ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ମୟୂରଭଞ୍ଜ!-->…
ରାସ୍ତା ପାଇଁ ପ୍ରତି ପରିବାର ଦେଲେ ଚାନ୍ଦା
ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ପଞ୍ଚାୟତ ଗନ୍ଦିବାଲସା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ।!-->…
ଲୋକ ଅଦାଲତରେ୨୬୮ ମାମଲାର ଫଇସଲା
ଜୟପୁର: ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣର ନିଦେ୍ର୍ଧଶରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁÂିତ ହୋଇଯାଇଛି ।!-->…
ଶିକୁଳିରେ ବନ୍ଧା ଜୀବନ
ନବରଙ୍ଗପୁର: ଶିକୁଳିରେ ବନ୍ଧା ପଡ଼ିିଛି ଦଇନୁ ଭତରାଙ୍କ ଜୀବନ । ଦୁଇ ହାତ ଓ ଗୋଡ଼ରେ ଲାଗିଛି ଲୁହାର ଶିକୁଳି । ମୁର୍ମୂର୍ଷୁ ଅବସ୍ଥାରେ!-->…
ଚାଉଳ ଚୋରି ମାମଲାରେ ଆଉ ଜଣେ ଗିରଫ
ଜୟପୁର: ଅନ୍ତା ପଞ୍ଚାୟତ ଗୋଦାମରୁ ପିଡିଏସ୍ ଚାଉଳ ଚୋରି ମାମଲାରେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସଦର ପୁଲିସ୍ । ସେ ହେଲା!-->…
ବଡ଼ ଭାଇକୁ ଇଟାରେ ଛେଚିଦେଲା ସାନ
କେନ୍ଦୁଝର : ମଦ ନିଶାରେ ହିତାହିତ ଜ୍ଞାନ ହରାଇଥିବା ସାନ ଭାଇ ବଡ଼ ଭାଇକୁ ଇଟାରେ ଛେଚି ହତ୍ୟା କରିଛି । କେନ୍ଦୁଝର ଜିଲ୍ଲା ସଦର ଥାନା!-->…

