Browsing Category
ଓଡ଼ିଶା
୨୪ ଦିନରେ ଫାର୍ମାସିଷ୍ଟଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ, ରୋଗୀସେବା…
କୋଷାଗୁମୁଡ଼ା: ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ସଂଘ ପକ୍ଷରୁ ୧୨ ଦଫା ଦାବିନେଇ ଗତମାସ ୧୦ ତାରିଖରୁ ଆରମ୍ଭ ହୋଇଥିବା ଆନେ୍ଦାଳନ ୨୪ ଦିନରେ!-->…
ଦିବ୍ୟାଙ୍ଗ ଯୁବକଙ୍କୁ ପିଟିପିଟି ହତ୍ୟା
କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ତୁମୁଳକାଣ୍ଡ । ପ୍ରତିଶୋଧ ପରାୟଣ ହୋଇ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଠେଙ୍ଗାରେ!-->…
ବଜ୍ରାଘାତରେ ବାପା ମୃତ, ପୁଅ ଗୁରୁତର
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଓ ବାଂଶପାଳ ବ୍ଲକ୍ରେ ଦୁଃଖଦ ଘଟଣା ଘଟିଯାଇଛି । ବଜ୍ରପାତରେ କେଉଁଠି ବାପାକୁ ହରାଇ ପୁଅ ଭାଙ୍ଗି!-->…
ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ
ପୁରୀ: ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଚାରିଦିନିଆ ଓଷ ଲାଗି ଉପଚାର ଶେଷ ହୋଇଛି । ଏହା ପରେ ମହାପ୍ରଭୁଙ୍କ ଜ୍ୱର ରୋଗ ଉପଶମ ହୋଇଛି!-->…
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ
ତିହିଡି: ତିହିଡ଼ି ମାଟିର ପୁଅ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସକାଳ ୧୦ଟା!-->…
ରଥରେ ବୁଲିଲା ହଂସପଟା
ପୁରୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରଥ ନିର୍ମାଣ । ରବିବାର ତିନି ରଥରେ ହଂସପଟା ଲାଗିଛି । ରଥ ଚତୁଃପାଶ୍ୱର୍ରେ ହଂସପଟା ପିଟାଯାଇଛି ।!-->…
ପୁଲିସ ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି
ପୁରୀ: ଆଉ ୮ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ (ଡିଜିପି) ଅଭୟ ରବିବାର!-->…
ଅସହାୟା ଯୁବତୀଙ୍କୁ ଜଗିରହିଛି କୁକୁର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ଅଙ୍ଗୁଳାଇ ପଞ୍ଚାୟତ ବରେଈ ଗ୍ରାମରେ ଏକ କୁକୁର ‘ସୁନ୍ଦରୀ’ ଛାଇ ପରି ଜଗିରହିଛି ତା’!-->…
ନଈରେ ଚୋର-ପୁଲିସ ଖେଳ
ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀ ପୋଲ ଉପରୁ ନଈକୁ ଡେଇଁ ପହଁରି ପହଁରି ଖସିଯିବାକୁ ଚେଷ୍ଟା କରୁଥିଲା ମୂର୍ତ୍ତି ଚୋର । ପୁଲିସ ବି!-->…
ହାଟ ପଡ଼ିଆରୁ ବୃଦ୍ଧାଙ୍କ ମୁଣ୍ଡ ବିହୀନ ଶରୀର ଉଦ୍ଧାର
ମୟୁରଭଞ୍ଜ: ହାଟପଡ଼ିଆରୁ ବୃଦ୍ଧାଙ୍କ ମୁଣ୍ଡ ବିହୀନ ଶରୀର ଆଜି ସକାଳେ ଜବତ କରିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ!-->…

