Browsing Category
ରାଜନୀତି
ରାସନ କାର୍ଡ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ପର୍ୟ୍ୟନ୍ତ…
ଭୁବନେଶ୍ବର: ରାସନ କାର୍ଡ ଆବେଦନ ଠାରୁ ଧାନ ସଂଗ୍ରହ ପଞ୍ଜୀକରଣ ପର୍ୟ୍ୟନ୍ତ ଏଣିକି ସବୁ ଅନ୍ ଲାଇନ ହେବ। ୫-ଟି କାର୍ୟ୍ୟକ୍ରମରେ!-->…
କୋଭିଡ୍ ଯୋଦ୍ଧା ଓ ପରିବାରଙ୍କୁ ଶୁଭେଛା ଜଣାଇଲେ ନବୀନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷ ଡେଇଁଛି ।!-->…
ସରକାରକୁ ନିଶ୍ଚିତ ସମର୍ଥନ କରିବେ: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ!-->…
୫ ପଞ୍ଚାୟତ ନେତାଙ୍କୁ ନେଇ ବିଜେଡିର ମାନସ ମନ୍ଥନ
ଜଗତସିଂହପୁର,(ବି.ବି.ନୁ୍ୟଜ୍): ବିଜେଡିର ମାନସ ମନ୍ଥନ ସରୁନାହିଁ । ପ୍ରଚାର ଅଭିଯାନ ଜୋର ଧରିଥିବା ବେଳେ କୋଲରରେ ପୁଣି ବିଜେଡି!-->…
ବାଲେଶ୍ୱର ବିକାଶରେ ଶିଥିିଳତା ପାଇଁ ବିଜେଡି ଦାୟୀ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବିକାଶରେ ଶିଥିଳତା ପାଇଁ ବିଜେଡି ଦାୟୀ । ଅନ୍ୟ ସହର ଭଳି ଏଠାରେ ଯେମିତି ବିକାଶ ହେବା!-->…
ଦରମା ଅଣ୍ଟୁନି: ଇସ୍ତଫା ଦେବେ ଜନ୍ସନ୍
ଲଣ୍ଡନ: ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ପରିବାର । ସ୍ୱଳ୍ପ ଦରମାରେ ଚଳିବା ମୁସ୍କିଲ । ତା’ ଉପରେ ପୂର୍ବ ପତ୍ନୀଙ୍କ ରକ୍ଷଣାବେକ୍ଷଣ କଥା ବି!-->…
ଢିଲା ହେଲେ ବିପଦ
ନୂଆଦିଲ୍ଲୀ: ଲକ୍ଡାଉନ ଚାଲି ଯାଇଥାଇପାରେ । କିନ୍ତୁ କରୋନା ଭାଇରସ୍ ଯାଇନାହିଁ । କରୋନା ଭାଇରସ୍ ରହିଛି । ତା ବିରୋଧରେ ଲଢେ଼ଇ ମଧ୍ୟ!-->…
ସାବଧାନ ରହିବା, ସଂକ୍ରମଣ ରୋକିବା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାବାସୀଙ୍କ ସହଯୋଗ ଓ କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଓଡ଼ିଶା ୬ ମାସ ମଧ୍ୟରେ କରୋନା!-->…
ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ
ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲାର ପୂର୍ବତନ ବିଧାୟକ ତଥା ବରିÂ କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ଆଜି ସକାଳେ ପରଲୋକ ଘଟିଛି ।!-->…
‘ବିକାଶ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ଲଢ଼ିବ ବିଜେପି’
ବାଲେଶ୍ୱର,(ବି.ବି.ନୁ୍ୟଜ୍): ଦୀର୍ଘ ଦିନ ହେଲା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ସରକାରଙ୍କ ଅଣଦେଖାର ଶିକାର ହୋଇ ଆସୁଛି । ଏଠାରେ!-->…

