ବନ ବିଭାଗ ତରଫରୁ ତିର୍ତ୍ତୋଲ ବ୍ଲକର ସବୁ ପଞ୍ଚାୟତରେ ଚାରା ବଣ୍ଟନ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ର ପ୍ରତି ପଞ୍ଚାୟତ ରେ ବନ ବିଭାଗ ତରଫରୁ ଚାରା ବଣ୍ଟନ କରାଯାଇଛି।ଏହି ଚାରା ବଣ୍ଟନ କାଯ୍ୟକର୍ମ ରେ ଜଗତସିଂହପୁର ବନପାଳ ରାଜେନ୍ଦ୍ର କୁମାର ସାମନ୍ତରାୟ ଙ୍କ ସହ ରାହାମା ସେକ୍ସନ ଫରେଷ୍ଟର ବିରଞ୍ଚି ନାରାୟଣ ଅପାତ ସହ ବନ ବିଭାଗର ଅନନୀୟ କର୍ମଚାରୀ ଯୋଗ ଦେଇ ଥିଲେ। ତିର୍ତ୍ତୋଲ ବ୍ଲକ,ରାହାମା ସେକ୍ସନ ଅଧୀନରେ ଥିବା ୨୯ ଟି ପଞ୍ଚାୟତ ରେ ୧୭/୯/୨୫ ତାରିଖରେ ବିଶାଳ ବୃକ୍ଷରୋପଣ ପାଇଁ ୫୦୦ ଟି ଚାରା ବଣ୍ଟନ କରାଯାଇ ଅଛି।ବିକାଶ ରଥ ସାହାଯ୍ୟରେ ତିର୍ତ୍ତୋଲ ବ୍ଲକ ର 29 ପଞ୍ଚାୟତ ରେ ଏହି ଚାରା ବଣ୍ଟନ କରାଯାଇଛି ଏହି ଚାରା କିଳିପାଳ ତିର୍ତୋଲ ଓ ବାଲିପାଟଣା ନର୍ସରୀ ରୁ ସଂଗ୍ରହ କରାଯାଇ ଥିଲା ପ୍ରଧାମନ୍ତ୍ରୀ ମୋଦି ଙ୍କ ଜନ୍ମ ଦିନରେ ପ୍ରତି ପଞ୍ଚାୟତ ରେ ମା ପାଇଁ ଗଛଟିଏ କାଯ୍ୟକ୍ରମ କରାଯିବା ସହିତ ସାରା ରାଜ୍ୟରେ ସବୁଜ ବଳୟ ସୁଷ୍ଟି କରିବା ଏହି କାଯ୍ୟକ୍ରମ ର ମୂଳ ଲକ୍ଷ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons