ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନାର ସଚେତନତା ରଥକୁ ଶୁଭାରମ୍ଭ କଲେ ଗଜପତି ଜିଲ୍ଲାପାଳ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଲେ ଗଜପତି ଜିଲ୍ଲା ପାଳ ଆକ୍ଷୟ ସୁନୀଲ ଅଗ୍ରୱାଲ ।ଏହି ସଚେତନତା ରଥ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଥିବା ପ୍ୟାକସ୍ ଓ ଲ୍ୟାମ୍ପସ ବୁଲି ଚାଷୀଙ୍କୁ ସଚେତନତା କରିବ ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୂନିନ୍ଦ୍ର ହନାନାଗା,ଡି ଆର୍ ସି ଏସ ହରିହର ସେଠ୍, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ,ଜଙ୍ଗଲପାଡୁ ପ୍ରାଥମିକ ସମବାୟ ସମିତି ସଂପାଦକ ବାବୁଲି ସାମଲ , ଆର୍ ଏମ୍ ସି ଏକାଉଟାଣ୍ଟ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons